
ଜୟପୁର ପୋଲିସ ଦୀର୍ଘ ଦିନ ହେଲା ପୋଲିସ ଆଖିରେ ରେ ଧୂଳି ଦେଇ ଫେରାର ଥିବା ଗଂଜେଇ ମାଫିଆ ରଂଜିତ ବାଘ ଏବଂ ତାର ସାଥି ଙ୍କୁ ଜୟପୁର ପୋଲିସ କାଲି ରାତି ରେ ପେଟ୍ରୋଲିଙ୍ଗ କରିବା ସମୟରେ ଏ ମlନଙ୍କୁ ବୌପାରୀଗୁଡା ରାସ୍ତା ରୁ ଫିଲ୍ମ ଷ୍ଟାଇଲ ରେ ଗୋଡେଇ ଗୋଡେଇ ଧରିଥିବା ବେଳେ ସେମାନଙ୍କ ନିକଆକ୍ସନଟରୁ 4ଟି ଦାମୀ ଗାଡି ବନ୍ଧୁକ ସମେତ ଗଂଜେଇ ଜବତ କରିଥିବା ବେଳେ ପୋଲିସ ମଧ୍ୟ୍ୟ ଏହିପ୍ରକାର କାଯ୍ୟlନୁଷ୍ଠାନ ଆଗାମୀ ଦିନ ରେ ଅବ୍ୟାହତ ରହିବ ବୋଲି ଅପରାଧୀ ଙ୍କୁ ସତର୍କ କରେଇଦେଇଛି l ଅପରାଧୀ ଗୁଡିକ ହେଲେ ରଂଜିତ ବାଘ ସନୁ ମଙ୍ଗରିଆ କାର୍ତିକ ବାଘ ଗୌତମ ବାଘ ରବୀନ୍ଦ୍ର ବାରିକ କରଣ ହରିଜନ ବିହାର ର ରାହୁଲ କୁମାର ଏମାନଙ୍କ ନାମରେ ବିଭିନ୍ନ ଥାନା ରେ ରାଜହlନି ଟଙ୍କା ଆଦାୟ ଭଳି ସଂଗୀନ ଅଭିଯୋଗ ରହିଥିବା ବେଳେ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ କୋରାପୁଟ ଏସ ପି ରୋହିତ ଶର୍ମା ମନୋଜ ଜୟପୁର ଅତିରିକ୍ତ ଏସ ପି ମନୋଜ ପୂଜାରୀ ଜୟପୁରଟାଉନ ଏବଂ ସଦର ଥାନା ଅଧିକାରୀ ସାମିଲ ଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍,,,,