*ନୂଆପଡ଼ା ପୋଲିସ ପକ୍ଷ ରୁ ଅଭିନବ ଉପାୟ ରେ ସଡ଼କ ସୁରକ୍ଷା ମାସ ପାଳିତ, ବାଇକ୍ ଚାଲାକ୍ ଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ମଦ୍ୟପାନ କରି ଗାଡ଼ି ନ ଚାଲିବାକୁ ଅନୁରୋଧ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୧. *
ନୂଆପଡ଼ା ପୋଲିସ ପକ୍ଷ ରୁ ଅଭିନବ ଉପାୟ ରେ ସଡ଼କ ସୁରକ୍ଷା ମାସ ପାଳିତ, ବାଇକ୍ ଚାଲାକ୍ ଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ମଦ୍ୟପାନ କରି ଗାଡ଼ି ନ ଚାଲିବାକୁ ଅନୁରୋଧ କରିଛନ୍ତି। ପ୍ରାଚୀନ ନାଟ୍ୟ ପରମ୍ପରା ଦ୍ବାରା କଳାକାର ଙ୍କ ଅଭିନୟ ଶୈଳୀ ରେ ସଡ଼କ ସୁରକ୍ଷା ମାସ ପାଳିତ କରିଛନ୍ତି। ପାରମ୍ପାରିକ ବେଶ ଭୂଷା ପରିଧାନ କରି ପୋଲିସ ଙ୍କ ସହ ମିଳିତ ରୂପେ ବାଇକ୍ ଆରୋହୀ ଙ୍କୁ ସଚେତନ କରିଛନ୍ତି। ହେଲମେଟ ପରିଧାନ, ବାଇକ୍ ଏବଂ ଯାନବାହାନ ଦୃତ ଗତି ମହା ବିପତ୍ତି, ତେଣୁ ମଦ୍ୟପାନ କରି ଯାନବାହାନ ଚଳାଇବା କୁ ବିଶେଷ ରୂପେ ଦୁର୍ଘଟଣା ରୁ ଦୂରେଇ ରହିବାକୁ ଆହ୍ବାନ କରିଛନ୍ତି।
