*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ପିଏମ ସ୍ବନିଧୀ ଯୋଜନା ର ଶୁଭାରମ୍ଭ*
ନୂଆପଡ( ମିଖାଏଲ ନନ୍ଦ)
ତା* :୨୧.୦୧.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ
ପିଏମ ସ୍ବନିଧି ଯୋଜନା ଭିରଚୁଆଲ ମାଧମ ରେ ପିଏମ ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଦ୍ଵାରା ଭାରତ ର 1ଲକ୍ଷ୍ୟ ଲୋକଙ୍କୁ ଋଣ ଏବଂ କ୍ରେଡିଟ କାର୍ଡ ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମ ଖରିଆର ରୋଡ ଏନଏସି ରେ ମଧ୍ୟ କରାଯାଇଥିଲା। ଡ୍ର. ସୋନିଆ ଜୈନ ଏନଏସି chairman ଙ୍କ ଦ୍ଵାରା ଲୋକଙ୍କୁ ଋଣ ଓ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଥିଲା।
ଏହି ସଭା ରେ ଏନଏସି ଇଓ ଶ୍ରୀ କାମଳସନ ରଥ ଓ ଏନଏସି ର ଅନ୍ୟାନ କର୍ମଚାରୀ ମଧ୍ୟ ଉପସ୍ଥିତ ରହି ଥିଲେ। ଏହି କାଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଋଣ ର ସୁବିଧା ସୁଯୋଗ ମିଳିପାରିବ। ଲୋକ ଉପକୃତ ହେବେ.। ଲୋକେ ଉତ୍ସାହ,ସମ୍ମାନ,ସ୍ୱାଭିମାନ ହେବେ ବୋଲି chairman ମେଡ଼ାମ କହିଥିଲେ।
