*କ୍ଲଷ୍ଟର ସ୍ତରୀୟ ଶିକ୍ଷଣୀୟ ତାଲିମ ସାମଗ୍ରୀ କର୍ମଶାଳା ମହୁଲକୋଟ ଠାରେ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୪.୦୧.
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣୀୟ ତାଲିମ ସାମଗ୍ରୀ କର୍ମଶାଳା ମହୁଲକୋଟ ଠାରେ ଅନୁଷ୍ଠିତ। ଏହି ଶିବିର ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷଣୀୟ ସାମଗ୍ରୀ ବିଦ୍ୟାର୍ଥୀଙ୍କ ଗୁଣାତ୍ମକ ଶିକ୍ଷା ବିକାଶରେ ସହାୟକ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଦ୍ଵିତୀୟ ଦିନ ରେ ତାଲିମ ପ୍ରପାତ ଶିକ୍ଷକ ଙ୍କ ଦ୍ଵାରା ଆବଶ୍ୟକ ତାଲିମ୍ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ ଏବଂ ସିଆରସି, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ
