ବୋଝ ଉପରେ ଲଳିତା ବିଡ଼ା,
ଚାଲିଲା ବୁଲିଲା ଝିଅର ଦୁଇଟି କିଡ଼ନୀ ନଷ୍ଟ
କାମାକ୍ଷାନଗର-
ବିଧାତାର ଖେଳ ଭାରି ବିଚିତ୍ର, ଗରିବ ନିରୀହ ମୁଣ୍ଡରେ ବିପଦର ପାହାଡ଼, ସହି ହେଉନି କି କହି ହେଉନି |
ଅସହାୟ ଗରିବ ପରିବାରକୁ ସାହାଯ୍ୟ ଲୋଡ଼ା ‘ ଆମେ କହୁଛୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର ଅଲେଖ ମହାଳିକ ଝିଅ ଅର୍ପିତା ମହାଳିକଙ୍କ କଥା ବୟସ(୧୭) କିଡ଼ନୀ ରୋଗରେ ପୀଡିତ ଦୁଇଟି କିଡ଼ନୀ ସମ୍ପୂର୍ଣ୍ଣ ନଷ୍ଟ. ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲୋଡ଼ା
ଝିଅଟିକୁ ତାଙ୍କ ମା ସବିତା ମହାଳିକ କିଡନୀ ଦେବେ କିନ୍ତୁ ଅର୍ଥ ସାଜିଛି ବାଧକ ,ତାଙ୍କ ପରିବାର ଓ ଗ୍ରାମବାସୀ ସରକାରଙ୍କୁ ଆକୁଳ ନିଦେବନ କରିଛନ୍ତି ଧର୍ମାନନ୍ଦ ସେଠି ଙ୍କ ଖବର
