ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ
ଢେଙ୍କାନାଳ: (ଗୋକୁଳାନନ୍ଦ ବେହେରା, ସତ୍ୟବାଦୀ ସେଠୀ) କଣ୍ଟାବଣିଆ ଠାରୁ ଗୁଡିଆ କାଟେଣୀ ପଯ୍ୟନ୍ତ ବିଶ୍ଵ ଯୁବ କେନ୍ଦ୍ର, ଅନୁଗୋଳ ଦ୍ୱାରା ପରିଚାବଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ଏକ ଦିବସୀୟ ସଚେତନତା କାଏ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।
କଣ୍ଟାବଣିଆ ଠାରୁ ଗୁଡିଆ କାଟେଣୀ ମଧ୍ୟରେ ଥିବା ହୋଟେଲ, ଢ଼ାବା, ଗ୍ୟାରେଜ, ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା ୧୪ ବର୍ଷ ରୁ କମ ଶିଶୁ ଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ, ଏବଂ ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କରିବା ଏକ ଧର୍ତବ୍ୟ ଅପରାଧ ଏପରି କାର୍ଯ୍ୟ କରାଉଥିବା ବ୍ୟକ୍ତି ଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ଏବଂ ୨ବର୍ଷ ଯାଏଁ ଜେଲ ଦଣ୍ଡ କରାଯିବାର ବ୍ୟବସ୍ଥା ରହିଛି ଏହି ପରି ଭୁଲ ଦ୍ଵିତୀୟ ଥର ହେଲେ ୩ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରେ ସଚେତନତା କାର୍ଯ୍ୟକ୍ରମ ରେ ୬ ଜଣ ଶିଶୁ ଶ୍ରମିକ ଉଦ୍ଧାର କରି ତାଙ୍କୁ ଶିଶୁ ମଙ୍ଗଳ କମିଟି ଅଧିକାରୀ ଙ୍କୁ ହସ୍ତାନ୍ତର କରିଥିଲୁ ବିଶ୍ୱ ଯୁବ କେନ୍ଦ୍ରର ପୂଜା ସ୍ୱାଇଁ, ଅଭିଷେକ ମହାପାତ୍ର, ମାନି ସ୍ୱାଇଁ, ମନସ୍ମିତା ନାୟକ, କୁମୁଦିନୀ ସ୍ୱାଇଁ, ଜୁଲି ସ୍ୱାଇଁ, ପୁର୍ଣିମା ସାହୁ, ପପି ଦେହୁରୀ, ଦୀପି ଦେହୁରୀ, ସୋନାଲିସା ଶବର, ଲଷ୍ମୀ ବେହେରା, ସୁନିତା ସାହୁ, ସୁମିତ୍ରା ଦେହୁରୀ, ତପନ ପାତ୍ର, ଚାଇଲଡ ହେଲ୍ପ ଲାଇନେ, ର ବାରମହଆନନ୍ଦ ସାହୁ, ସୁବ୍ରତ ସାହୁ ସହଯୋଗ କରିଥିଲେ
