*ଆହାର କେନ୍ଦ୍ରରେ ଅନିୟମିତତା*
ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକରେ ଥିବା ଆହାର କେନ୍ଦ୍ରର ଟେଣ୍ଡରରେ ଓନିମିନିୟତା ହୋଇଛି। ଆହାର କେନ୍ଦ୍ରରେ ଦିଆ ଯାଉଥିବା ଡାଲମା ତରକାରୀରେ ନିମ୍ନ ମାନର ପନିପରିବା ଦେବା ସହିତ ଜଣେ ଶିକ୍ଷକଙ୍କ ଦ୍ଵାରା ପରିବା କାଟିବା କେତେଦୂର ଯଥାର୍ତ । ଗୋଟିଏ SHG ଗ୍ରୁପକୁ ବାରମ୍ବାର ଟେଣ୍ଡର ମିଳିବା । ଆହାର କେନ୍ଦ୍ରରେ ପାର୍ଶଲର ବ୍ୟବସ୍ଥା କରାଯିବା । ଯଥାଶୀଘ୍ର ଉକ୍ତ ସମସ୍ତ ଘଟଣାର ସତ୍ୟତା ଉପରେ ସଠିକ୍ ତଦନ୍ତ କରାଯାଉ ନହେଲେ ଆଗାମୀ ଦିନରେ ଅନ୍ୟାୟ ବିରୁଦ୍ଧରେ ୨୫୦ ରୁ ଉର୍ଦ୍ଧ SHG ଗ୍ରୁପର ସଭାପତି, ସମ୍ପାଦକ ସମେତ ସମସ୍ତ ମେମ୍ବର ଧାରଣା ଦେବେବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
