ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଅନ୍ତର୍ଗତ ଚିତାଳ କଲେଜ ପାଖରେ ଅଭାବନିୟ ଘଟଣା ଦେଖୀବାକୁ ମିଳୀଛି, ସୁବତ୍ର ଓଝା ନାମଙ୍କ ଛାତ୍ର ବେକରେ ଛୁରିଲଗାଇ ଦୁର୍ବିତ ମାନେ ନେଇଗଲେ ମୋବାଇଲୀ ନଗଦ ତିନି ହଜାର ଟଙ୍କ!, ସୁବତ୍ର କହୀବା ଅନୁସାରେ ଦୁର୍ବିତ ମାନେ ଅକର ପଡ଼ା ଗାଁ ର ଦୁଇ ଜଣ ଯୁବକ, ଜେଉଁଠି ଛାତ୍ର ସୁରଖୀତ ନୁହେଁ ସେଟି ଛାତ୍ରୀଙ୍କ କଥା ନ କହିବା ଭଲ, ଛାତ୍ର ଜଣଙ୍କ ଯାଜପୁର ଟାଉନ ଥାନା ରେ ଲୀଖୀତ ଆକାରେ ଅଭିଯୋଗ ଜଣାଇଛନ୍ତି,
