ବାଲେଶ୍ବର ରୁ ଏ ସହକାରୀ ଯନ୍ତ୍ରୀ କିଏ !
ସହର ରେ ଏବେ ଚର୍ଚ୍ଚା…..
ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ସହକାରୀ ଯନ୍ତ୍ରୀ ଦୀର୍ଘ ଦିନ ଧରି ବାଲେଶ୍ବରରେ ରହି ନିଜର ସ୍ଥିତିକୁ ସୁଦୃଢ଼ କରି ଏବେ ରାୟଗଡ଼ା ପୁଣି ଫେରି ବାରିପଦାରେ ରାଜ କରୁଥିବା କୁ ନେଇ ବେଶ ଚର୍ଚ୍ଚା। ବାଲେଶ୍ବର ସମେତ ଭୁବନେଶ୍ବରରେ ଘରବାଡ଼ି ସହ ନିଜ ସଂପର୍କୀୟ ଙ୍କ ନାମରେ ବହୁ ସମ୍ପତ୍ତି ଠୁଳ କରିଥିବା ସୂଚନା ମିଳିଥିବା ବେଳେ, ଆଇଟିଆଇ ଛକରେ ଏ ବାବୁଙ୍କ ବିଷୟରେ ବେଶ ଚର୍ଚ୍ଚା ଚା ଖଟି ରୁ ଶୁଣିବାକୁ ମିଳୁଛି।
