କୋକସରା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ।
କୋକସରା ୨୩/୧୨ କଳାହାଣ୍ଡି ଜିଲ୍ମା କୋକସରା ଥାନାରେ ନୂତନ ଥାନା ଅଧିକାରେ ଭାବେ ସୁଞାନ କୁମାର ବାରିକ ଯୋଗ ଦେଇଛନ୍ତି
| ଏହାପୂର୍ବରୁ ସେ ବଲାଙ୍ଗୀର ଜିଲ୍ମାରେ ଥାନା ଅଧିକାରୀ ଭାବେ
ଅବସ୍ଥାପିତ ଥିଲେ । କୋକସରା
ଥାନା ଅଧିକାରୀ ଜୟ ପ୍ରକାଶ
ନାରାୟଣ ହୋତା ଙ୍କୁ କୋକସରା
ଥାନା ରୁ ଜିଲ୍ମା ସଦର ମହକୁମା କୁ
ବଦଳି ହେବାପରେ ତାଙ୍କ
ସ୍ଥାନରେ ଶ୍ରୀ ସୁଞାନ ବାରିକ ଯୋଗ
ଦେଇଛନ୍ତି। ଏଠାରେ ଯୋଗ
ଦେବାପରେ ଅପରାଧିକ
କାର୍ଯ୍ୟକଳାପ ନିୟନ୍ତ୍ରଣ, ଟ୍ରାଫିକ
ନିୟନ୍ତ୍ରଣ, ସହ ଜନ ସାଧାରଣ
ସହିତ ସୁ ସମ୍ପର୍କ। ରଖି କାର୍ଯ୍ୟ
କରିବା ଓ ଥାନା ଞ୍ଚଲ ରେ ଆଇନ
ଶୃଙ୍ଖଳା କୁ ଶୃଙ୍ଖଳିତ କରିବା
ଦିଗରେ ଜନ ସାଧାରଣ ଙ୍କ
ସହଯୋଗ କାମନା କରିଛନ୍ତି।
( କୋକସରା ରୁ ମଣ୍ଟୁ ପାଣିଗ୍ରାହୀ
ଭଞୀଦୁତ ଖବର କାଗଜ )
