*ନିରୀହ ପଶୁ ଉପରେ ଅନ୍ୟାୟ ଅତ୍ୟାଚାର ନ କରି ବାକୁ ଅନୁରୋଧ*
ନୂଆପଡା (ମିଖାଏଲ ନନ୍ଦ)
ତା ୨୨/୧୧
ଗାଈ କୁ ଆମେ ଗୋମାତା ର ଆଖ୍ୟା ଦେଇ ଛୁ କିନ୍ତୁ ତାହା ପାଳନ କରୁନାହୁଁ ଆଜି ଏପରି ଗୁଟେ ଘଟଣା ନଜର କୁ ଆସିଛି ବୋଡେନ ଛକ ରୁ ଗଡରା ମୁଣ୍ଡା ରାସ୍ତା ରେ ଏହି ନିରୀହ ଗାଈ ଯାଉଥିବା ଥିବା ସମୟରେ ରେ କିଏ ଅବ୍ୟକ୍ତା ଗାଈ କୁ କିଏ ଦୃବୁତ ଗରମ ଭାତ ଡାଲି ଦେଇ ଥିବା ଦେଖିବାକୁ ମିଳି ଥିଲା। ହେଲେ ଏପରି ଜୀବକୁ ମଣିଷ ପଣିଆ ନ ଦେଖାଇ ପଶୁ ପ୍ରକୃତି ଦେଖାଇ ନିରୀହ ଗାଈ ଉପରେ ଏହିପରି କରିଥିବାରୁ ଆମେ ଜନସାଧାରଣ ସମସ୍ତେ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛୁ ଆଗାମୀ ଦିନରେ ଏହି ପରି ନ ହେବ ଯଉ ବ୍ୟକ୍ତି ଏହି ପ୍ରକାର କାମ କରିଛି ସେ ବ୍ୟକ୍ତି ଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯେ ସେଇ ପରି ନିରୀହ ପଶୁ ଉପରେ କେବେ ମଧ୍ୟ ଏହି ପ୍ରକାର କ୍ଷତି ହେବା କାର୍ଯ୍ୟ କରନ୍ତୁ ନାହିଁ।
