

ସାଂସଦ ଖେଳମୋହତ୍ସବ 2025
ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ ସାଂସଦ ଖେଳମୋହତ୍ସବ 2025 ଉଦଘାଟନ ହୋଇଯାଇଅଛି l ସାଂସଦଙ୍କ ପ୍ରତିନିଧି ଶଶୀଶେଖର ପଣ୍ଡା, BDO ବନଜା ଦାସ, BEO ସୁଶ୍ରୀ ମଧୁସ୍ମିତା ଗିରି ଶୁଭଉଦଘାଟନ କରି ଖେଳ ଆରମ୍ଭ କରିଥିଲେ GOVT SSD GIRLS HIGH SCHOOL ମାଣତ୍ରୀ ର P. E. T. ଶିକ୍ଷୟିତ୍ରୀ କବିତା ମହାକୁଡ଼ଙ୍କ ଦୃଢ଼ ନେତୃତ୍ୱରେ ତାଙ୍କର ଦଳ ଭଲିବଲ ରେ ବଡ଼ସାହି ଚମ୍ପିୟାନ ହଇଥିଲା l
ମୟୁରଭଞ୍ଜ, ବଡ଼ସାହି ରୁ
ମଧୁସୂଦନ ପଣ୍ଡା ଭଞ୍ଜଦୂତ ନିୟୁଜ
