*ନୂଆପଡା ଉପ ନିର୍ବାଚନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଭୋଟ ଭିକ୍ଷା ଅଭିଯାନ ଚଳାଇଥିବା ବେଳେ ବିପୁଳ ଜନ ସମର୍ଥନ, ନବିନ ସରକାରଙ୍କ ଜନ କଲ୍ୟାଣ ଯୋଜନା ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ଦଳୀୟ ପ୍ରାର୍ଥୀ ଭୋଟ ଭିକ୍ଷା ଅଭିଯାନ ଚଳାଇଥିବା ବେଳେ ବିପୁଳ ଜନ ସମର୍ଥନ, ନବିନ ସରକାରଙ୍କ ଜନ କଲ୍ୟାଣ ଯୋଜନା ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ। ନୂଆପଡା ୯ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ନିର୍ବାଚନ ଚଳାଇଛନ୍ତି। ମହିଳା,ଯୁବକ ମାନେ ସାମିଲ ହୋଇ ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଖରୀଆର ରୋଡ ଠାରେ ମହିଳା ଙ୍କ ଏକ ରେଲି ଅନୁଷ୍ଠିତ ହୋଇଅଛି। ଆଜି ୯ ନମ୍ୱର୍ ଜିଲ୍ଲା ପରିଷଦ ଜୋନ୍ ର କୂଳିଆ ବନ୍ଧା, ଭନପୂର୍, ବିରୋମାଲ, ଜାମପାଣି ଏବଂ ଗୋଡଫୁଲା ଠାରେ ନିର୍ବାଚନ ପ୍ରଚାର କରିଛନ୍ତି।
