*ନୂଆପଡ଼ା ଉପ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦେଇଥିବା ସତ୍ୟପାଠ ରେ କୌଣସି ମିଥ୍ୟା ନାହିଁ, ସତ୍ୟତା ଅଛି ବୋଲି ପ୍ରକାଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦେଇଥିବା ସତ୍ୟପାଠ ରେ କୌଣସି ମିଥ୍ୟା ନାହିଁ ସତ୍ୟତା ଅଛି ବୋଲି ପ୍ରକାଶ କରିଛନ୍ତି। ଭୟ ଭିତ ହୋଇ ଏମାନେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି। ଯାହା ସତ୍ୟପାଠ ଦିଆ ଯାଇଅଛି ସବୁ ସତ୍ୟତା ଅଛି। ଆମେ ଆଗକୁ ଚେଲେଞ୍ଚ କରିବୁ ବୋଲି ପ୍ରକାଶ କରିଛନ୍ତି।କଂଗ୍ରେସ ର ରୋଡ ଶୋଆଉ ପ୍ରଚାର ପ୍ରସାର କୁ ଦେଖି ଅନ୍ୟ ଦଳ କର୍ମ କର୍ତ୍ତା ଭୟଭୀତ ହୋଇ ମିଥ୍ୟା ରେ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି.
