କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ କସାବାହି ଗାଁ ନିବାସି ଯୁଧିଷ୍ଠିର ନାଗର ଏକମାତ୍ର ପୁଅ ହିତେଶ କୁମାର ନାଗ ଭବାନୀପାଟଣା polytechnic କଲେଜରେ ଡ଼ିପ୍ଳୋମା ଇଞ୍ଜିନିଅର ପାଠ ପଢୁଥିଲା,,, ଆଜି ସକାଳେ ୭,୦୦ ଘଣ୍ଟା ସମୟରେ ତାର ବାପା ସହ ଫୋନରେ କଥା ମଧ୍ଯ ହୋଇଥିଲା କିନ୍ତୁ ୧୦,୦୦ ଘଣ୍ଟା ସମୟରେ ସମ୍ବଲପୁର ଥାନା ଆଇଆଇସି ପ୍ରଧାନ ବାବୁ ଫୋନ କରି କହିଛନ୍ତି ତୁମର ପୁଅ ସମ୍ବଲପୁର ରେଲୱେ station ପାଖ ଜାନକୀ ଲଜ ଭିତରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଛି,,,, ପରିବାର ଲୋକ AOSCF କୁ ଜଣାଇଲେ ମୁଁ ସଙ୍ଗେ ସଙ୍ଗେ ସମ୍ବଲପୁରରେ ଥିବା ଭୀମ ଆର୍ମି ରାଜ୍ଯ ସଭାପତି ଲଙ୍କେଶ ଭାଇକୁ କହିଲି ଗ୍ରାଉଣ୍ଡ ଜିରୋ କୁ ଯାଇ ଟିକେ ଘଟଣାର ସତ୍ୟତା ବୁଝି ଆମକୁ ଟିକେ ଜଣାଅ,, ସାଧୁବାଦ ଦେବି ଲଙ୍କେଶ ଭାଇକୁ ସେ ତୁରନ୍ତ ଯାଇ ଦେଖିଲେ ଘଟଣା ସତ୍ୟ,,, ପୁଅ ପରିବାର ସମ୍ବଲପୁର ଆଭିମୁଖେ ଯାଉଛନ୍ତି ବର୍ତ୍ତମାନ ଭବାନୀପାଟଣା ଛାଡିଲେ ,,, ପରିବାର ଗଲା ପରେ ପରିବାରର ଉପସ୍ଥିତି ରେ ଶବକୁ କଢାଯିବ postmortem କରାହେବ ତାପରେ ଶବକୁ ପୁଅ ପରିବାରକୁ ହସ୍ତାନ୍ତର କରାଯିବ ବୋଳି ସମ୍ବଲପୁର ପୋଲିସ ଆମକୁ କହିଛି,,,,, ଘଟଣା ବିଷୟରେ ବୁଝିଲା ପରେ ଯାହା ଜଣା ପଡୁଛି ଏହା ପ୍ରେମ ଜନିତ ଯୋଜନା ବଦ୍ଧ ହତ୍ୟାକାଣ୍ଡ ଭଲି ସନ୍ଦେହ ହେଉଛି,,AOSCF କଳାହାଣ୍ଡି ଜିଲ୍ଲା
କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
