*ନୂଆପଡା ଜିଲ୍ଲା ଆଦିବାସୀ ନେତା ଏବଂ ରାଜ୍ୟ ଆଦିବାସୀ ସଂଘ ସଭାପତି ମିଳିତ ରୂପେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ମୁଖ ରେ ବିଜେପି ରେ ଯୋଗଦାନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଆଦିବାସୀ ନେତା ଏବଂ ରାଜ୍ୟ ଆଦିବାସୀ ସଂଘ ସଭାପତି ମିଳିତ ରୂପେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସମ୍ମୁଖ ରେ ବିଜେପି ରେ ଯୋଗଦାନ କରିଛନ୍ତି। ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶ ଏବଂ ସେବା ସୁଙ୍ଗଠନ ରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି। ଏହି ଯୋଗଦାନ ପର୍ବ ରେ ଖାମ ସିଂ ମାଝୀ ଏବଂ ପୂର୍ବତନ ବିଧାୟକ ପ୍ରାର୍ଥୀ ହୋମସିଂ ମାଝୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗ ଦେଇଥିଲେ।
