*ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ ଶତବାର୍ଷିକ ଉତ୍ସବ ପାଳିତ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଭାରତମାତା ଏବଂ ସ୍ୱୟଂ ସହାୟକ ସେବକ ଙ୍କ ପ୍ରଣାମ ରେ ୧୦୦ ମୂଲ୍ୟର ଏକ ମୂଦ୍ରା ପ୍ରଚଳିତ୍*
ନୂଆପଡା (ମିଖାଏଲ ନନ୍ଦ)
ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ ଶତବାର୍ଷିକ ଉତ୍ସବ ପାଳିତ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଭାରତମାତା ଏବଂ ସ୍ୱୟଂ ସହାୟକ ସେବକ ଙ୍କ ପ୍ରମାଣ ରେ ଥିବା ୧୦୦ ଟଙ୍କା ମୂଲ୍ୟ ଏକ ମୂଦ୍ରା ପ୍ରଚଲିତ କରିଛନ୍ତି ହୋଇଅଛି। ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ମୁଦ୍ରାକୁ ପ୍ରକାଶ କରି ପ୍ରଚଳିତ୍ କରିଛନ୍ତି। ଏହି ଉତ୍ସବ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାବତ ଉପସ୍ଥିତ ଥିଲେ । ମାତୃଭୂମିର ସେବା ଜୀବନର ଏକମାତ୍ର ଲକ୍ଷ, ନୀତି ଓ ଆଦର୍ଶ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦେଶର ଅଖଣ୍ଡତା, ସର୍ବୌଭୋମତା, ବଜାର ରଖୀବା ରେ ଗୁରୁତ୍ବ ଭୂମିକା ଗ୍ରହଣ କରି ଆସୁଛନ୍ତି।
