Ap 31cw 5126ନମ୍ୱର୍ ସ୍କୁଟି ରୁ ପଡ଼ି ଜଣେ ମୃତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୁରୁଗୁବା ନିକଟସ୍ତ କେନ୍ଦୁନାଳ ଠାରେ ଏକ ସ୍କୁଟି ରୁ ପଡି ମୃତ୍ୟୁ ସୂଚନା ଅନୁଯାଇ ମୃତୁ ବ୍ୟକ୍ତି ହେଉଛନ୍ତି ଶିଶିର କୁମାର ଦେବସର୍ମା ବୟସ 40ରୁ ଉର୍ଦ୍ଧ ବେବ ବୋଲି ଜଣାପଡିଛି ଗ୍ରା ତମ ପାରଳାଖେମୁଣ୍ଡି ବକ୍ସସି ସାହି ସେ ରାମଗିରି ବାଲିଯାତ୍ରା ଦେଖି ବାକୁ ଯାଇଥିଲା ଦେଖିସାରି ରାତ୍ର ସମୟରେ ଫେରିବା ବେଳେ ଭାରସାମ ହରାଇ ପଡ଼ିଯାଏ ମୃତୁ ହୋଇଛନ୍ତି ଘଟଣାର ସୂଚନା ପାଇ ଜିରାଙ୍ଗ ପୁଲିସ ବିଟ ହାଉସ ଥାନା ଅଧିକାରୀ ASI KV ରାମନା ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛନ୍ତି
