କୋଇଡା (ସଞ୍ଜୟ ବେହେରା) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଧିନସ୍ତ ନାରାୟଣ ପଶି ଜେଏସ ଡବ୍ଲୁ ଖଣି ସାମ୍ନାର ୫୨୦ନମ୍ବର ଜାତୀୟ ରାଜପଥରେ ସ୍କୁଟି ଆରହି ଙ୍କ ମୃତ୍ୟୁ ଘଟିଛି, ଜେଏସ ଡବ୍ଲୁ ଖଣିକୁ ଲୋଡ଼ ପାଇଁ ଆସୁଥିବା ଦୁଇ ପାର୍ଶ୍ୱସହରେ ସହ ସହ ଗାଡି ଛିଡାକରି ରଖୁଥିବାଯୋଗୁ ଦୌନିକ ଦୃଘଟଣା ବାରମ୍ବାର ଘଟୁଛି, ଯାହାଫଳରେ ନାରାୟଣ ଗ୍ରାମର ଲୋକ କୌଣସି କାମରେ ରୋଡ଼ରେ ଆସିବାପାଇଁ ଭୟବିତ୍ ହୋଉଛନ୍ତି, ସେହିପରି କାଲି ସନ୍ଦ୍ୟା ୬ଟା ସମୟରେ ପୋରଞ୍ଜିତ ସୁରେନ୍ ଓଡ଼ି ୧୬ଡ଼ି ୯୨୩୧ ସ୍କୁଟି ସୁନ୍ଦରଗଡ଼ରୁ ବଡ଼ବିଲ ଅଭିମୁଖେ ଯାଉଥିବା ସମୟରେ ଏକ ଓଡ଼ି ୧୪ଏଇ ୭୭୮୩ ହାଇୱା ଦୃତ ଗୋତିରେ ଆସି ସ୍କୁଟି କୁ ଧକା ଦେଇଥିଲା ଯାହାଫଳରେ ୨୦୦ମିଟର ଦୂର ଘସାଡ଼ି ନେଇଥିଲା ସ୍କୁଟି ସହ ପୋରଞ୍ଜିତ ତଳେ ପଡିଯାଇଥିଲେ ଘଟଣାସ୍ଥଳରେ ପୋରଞ୍ଜିତ ଙ୍କ ମୃତ୍ୟୁ ହୋଇଥିଲା, ଜେଏସ ଡବ୍ଲୁ ସିସ୍କୃଟ୍ରି କୋଇଡା ପୋଲିସ କୁ ଖବର ଦେଇଥିଲେ କୋଇଡା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ହାଇୱା ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର କୁ କଟର ସାହାଯ୍ୟରେ ରେସ୍କୁ କରିଥିଲେ, ଓ ମୃତ୍ୟୁ ଶରୀର ଜବତ କରି, ଵେବଛେଦ ପାଇଁ କୋଇଡା ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।
