
ଭୁବନେଶ୍ବର ନୂଆ ଚାକିରୀ ବହୁତ୍ଲା ମଜା ଆଉ ପକେଟ୍ବେ ଗରମ କଲା ବେଳେ ମାଡ଼ିବସିଲା ଭିଜିଲାନ୍ସ l ଭୁବନେଶ୍ବର ସବ୍ କଲେକ୍ଟର କାର୍ଯ୍ୟାଳୟ ର revenue staffer ସୌରଭ ତ୍ରିପାଠୀ ଯିଏକି ମାର୍ଚ 2024 ରେ ସରକାରୀ ଜୀବନ ଆରମ୍ଭ କରିଥିଲେ ଗୋଟିଏ ସାର୍ଟିଫିକେଟ ମାମଲାରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏଥି ପାଇଁ ଲାଞ୍ଚ ନେବା ସମୟ ରେ 100ଥର ଭାବନ୍ତୁ ପକେଟ୍ ଗରମ କନ କରିବେ ପୁରା ଲାଇଫ ice cream ହେଇଯିବ