ନୂଆପଡା ( ମିଖାଏଲ ନନ୍ଦ):ତା:୨୨.୦୭. ନୂଆପଡ଼ା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷ ରୁ ଏକତା ଛକ ଠାରେ ଛାତ୍ର କଂଗ୍ରେସର ସଭାପତି ଅଭିଯୋଗକାରୀ ଉଦିତ ପ୍ରଧାନ ବିରୋଧରେ କୁଶପୁତ୍ତଳିକା ଦାହ, ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଉପଲକ୍ଷେ ଜାତୀୟ କଂଗ୍ରେସ ରାହୁଲ ଗାନ୍ଧୀ, ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି କମଲେଶ ଦିକ୍ସିତ, ଜିଲ୍ଲା କୋଷାଧ୍ୟକ୍ଷ ସୁଶାନ୍ତ ପତି, ଜିଲ୍ଲା ସମ୍ପାଦକ ତୁଲସ ପଟେଲ, ମିଡ଼ିଆ ପ୍ରଭାରୀ ସଦାନନ୍ଦ ଯୋଷି, ମନିସ ତିୱାରୀ,ମାନସ ରଥ, ଶତୃଘ୍ନ ସ୍ୱାଇଁ, ସୁନିଲ ସାହୁ, ଗୋବିନ୍ଦ ଦଣ୍ଡସେନା, ନିର୍ମଳ ଅହିର, ଭକ୍ତ ରଣା, ସିବୁ ହୋତା, ମନୋଜ ସାହୁ, ରଞ୍ଜିତ ଦଣ୍ଡସେନା, ଅଭିଷେକ ପଣ୍ଡା, ଆଲୋକ ଧଳ, ରାଜୁ ସାହୁ, ବିର୍ବଲ ସାହୁ, ସରୋଜ ଜଗତ, ଅର୍ଜୁନ ଜଗତ, ଚନ୍ଦନ ସାମନ୍ତ, ଟିକୁ ସାହୁ, ଦେବାଶିଷ ରଣା, ସହଦେବ ପ୍ରଧାନ, ଲୋଚନ ହରିଜନ ଉପସ୍ଥିତ ଥିଲେ।
