ତାଳଚେର ଡେରାରେ ଶାରଦୀୟ ନବରାତ୍ର ଉତ୍ସବ ଦଣ୍ଡିଆ ନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ
ତାରିଖ:୧୬/୧୦/୨୦୨୬
ତାଳଚେର:(ଭଞ୍ଜ ଦୂତ , କୃତ୍ତି ବାସ ନାୟକ) ନୀପ୍ର
ପବିତ୍ର ଶାରଦୀୟ ନବରାତ୍ର ଓ ଦଶହରା ଅବସରରେ ମା ମହିଷା ମର୍ଦ୍ଧିନି ତଥା ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ପୂଜା ଉପଲକ୍ଷେ ତାଳଚେରର ଡେରା ଠାରେ ଏକ ଆକର୍ଷଣୟ ସାଂସ୍କୃତିକ କାର୍ଯ୍ୟ କ୍ରମ ଓ ଦାଣ୍ଡିଆ ନୃତ୍ୟ ଆୟୋଜିତ ହୋଇଥିଲା । ସରପଞ୍ଚ ତଥା ହିନ୍ଦୁ ସମାଜର ସଭାପତି ଗିତିଶି ପ୍ରଧନଙ୍କ ନେତୃତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଜେପି ନେତା ତଥା ସମାଜ ସେବୀ ବିଭୂତି ଭୂଷଣ ସାହୁ
ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାହୁ, ଯୁବ ସମାଜ ସେବୀ ଜଗନ୍ନାଥ ପ୍ରଧାନଙ୍କ ସମେତ ବିଏସବିର ( BSB)ର ଯୁବ ବନ୍ଧୁ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇ ଥିଲେ । ଏହି ଅବସରରେ ଦାଣ୍ଡିଆ ନୃତ୍ୟ ଓ ସଂସୃତିକ ପରିବେଷଣ ମାଧ୍ୟମରେ ଉତ୍ସବ ମୁଖର ହୋଇ ଉଠିଥିଲା । ସମସ୍ତ ପରିବେଶ ଧାର୍ମିକ ଭାବନା ସହ ସାମାଜିକ ଏକତା ଓ ଭାଇ ଚାରାର ବାର୍ତ୍ତା ବହନ କରି ଥିଲେ । ଏହି କାର୍ଯ୍ୟ କ୍ରମରେ
