l ତା 07.10/2026
ଦିନବେଳେ କୋରାପୁଟ ବସ ଷ୍ଟାଣ୍ଡ ରେ ଛୁରା ମାଡ଼ ଯୁବକ ଗୁରୁତର l
ପୂର୍ବ ଶତ୍ରୁତା କୁ ନେଇ ଆଜି କୋରାପୁଟ ବସ ଷ୍ଟାଣ୍ଡ ରେ ଏକ ତୁମୁଳ କାଣ୍ଡ ଘଟି ଯାଇଛି l ଘରୋଇ କଳି ର ପରିଣାମ ବସ ଷ୍ଟାଣ୍ଡ ରେ ଘଟିଛି l ନିଜ ଦୋକାନ ବସି ଲଛେଶ ସାଗର ର ପୁଅ ଜୋସେଫ ସାଗର ବୟସ( 18)କୁ ତାର ସଂପର୍କୀୟ ଭାଇ ରୋହିତ ସୁର୍ଜନ ଏକ ଛୁରୀ ସାହାଯ୍ୟ ରେ ତାର ଶରୀର କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ଜୋସେଫ କୁ ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି l ପ୍ରତ୍ୟ କ୍ଷ ଦର୍ଶୀ ଙ୍କ କହିବା ପ୍ରକାରେ ଏହି ଘଟଣା ଆଜି ଦିନ ଦ୍ବିହି ପହର ରେ ଘଟିଥିବା ବେଳେ ଘରୋଇ ଜମି ଜମା କୁ ନେଇ ଏହି ଘଟଣା ଘଟିଥିବା ଜଣାପଡିଛl lକୋରାପୁଟ. ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
