ରାଜ୍ୟ ସରକାରଙ୍କ ଚିଠି ପ୍ରତି ଫୁ ମନୁଭାବ ପ୍ଲସ 2 school ଗୋଡ଼ିକର
ବହୁ ଦିନ ଆଗରୁ ଚିଠି ହୁଇଥିଲେ ମଧ୍ଯ ବର୍ତ୍ତମାନ ପର୍ଯ୍ୟନ୍ତ କମିଟି ଗଠନ 90 ପର୍ସେଣ୍ଟ ସ୍କୁଲ ରେ ହୁଇ ନାହିଁ ତେଣୁ ଜନସାଧାରଣ ଅସନ୍ତୁସ ବ୍ୟକ୍ତ କରିଛନ୍ତି ତେଣୁ ରାଜ୍ୟ ସରକାର ମୁଖ୍ୟ ମନ୍ତ୍ରୀ ଏଥିରେ ହ୍ତକ୍ଷେପ ତୁରନ୍ତ କରନ୍ତୁ admission ଫି ସ୍କୁଲ ରେ ବନ୍ଦ ହେବାରୁ ଏବଂ ସ୍କୁଲ କମିଟି ନ ଥିବାରୁ school ମାନଙ୍କ ରେ ମନମୁଖୀ କାର୍ଯ୍ୟକଳାପ ଚାଲିଛି ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ସରକାର
