ଶ୍ରଦ୍ଧାଞ୍ଜଳି ସଭାରେ ଡକ୍ଟର ରାଜକିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଥିଲା। ସେଥିରେ ପୂର୍ବତନ ବିଧାୟକ ଶ୍ରୀ ଦେବୀ ପ୍ରସନ୍ନ ଚାନ୍ଦ, ଭୁବନ ମୋହନ ରାଣା, ଡାକ୍ତର ଦିଲ୍ଲୀପ କୁମାର ପାତ୍ର, ସରୋଜ କୁମାର ବେହେରା ଏବଂ ଉଦୟ ମିଶ୍ରଙ୍କ ସ୍କୁଲ ସାଙ୍ଗ ପରେଶ ସାହୁ, କିଶୋର ଭୂଷଣ (ଭୂଞ୍ଜ), ସୌରଭ, ଗ୍ରାମବାସୀ ଉପସ୍ଥିତ ରହି ତାଙ୍କ ଆତ୍ମାର ସ୍ୱର୍ଗ ପ୍ରାପ୍ତି ହେଉ କାମନା କରିବା ସହ ତାଙ୍କ ସାହାଯ୍ୟ ମନୋବୃତ୍ତିକୁ ପ୍ରଶଂସା କରିଥିଲେ। ତାଙ୍କ ପରିବାରକୁ ସାନ୍ତ୍ୱନାମୂଳକ ବାର୍ତ୍ତା ଦେଇଥିଲେ।
