ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ରେ ଆଜି ଦଶଟା ବେଳେ ଦଶ ଦଫା ଦାବି ନେଇ ଆଶା କର୍ମୀଙ୍କ ମୁଖ୍ୟ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାର ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ପ୍ରେସିଡେଣ୍ଟ ଇଶ୍ରାଇଲ ମାଳିଙ୍କ ନେତୃତ୍ଵରେ, ଗୀତା ଆନ୍ଦ୍ରା ,ଭବାନୀ ପାଇକ ଏସ ଜୟଲକ୍ଷ୍ମି, ମୋମତା କୁମାରୀ ଭୂୟାଁସୁଭଦ୍ରା ଦେବୀ । ମଣ୍ଡଳ ସାହି ରେ ନିର୍ମାଣ ଶ୍ରମିକ ୟୁନିଅନ ନେତୃତ୍ୱରେ କପିକେତନ ଭୂୟାଁ , ସନ୍ତୋଷ କୁମାର ଭୂୟାଁ,ଅରବିନ୍ଦ ଭୂୟାଁ ଜୋନ୍ ର, ସାଥୀମାନେ ବହୁ ଆଶା କର୍ମୀ ମାନେ ଯୋଗ ଦେଇ ଆଜିର ବନ୍ଦ ପାଳନ କରିଥିଲେ।
ରାୟଗଡ଼ ବ୍ଲକରେ ଦଶ ଦଫା ଦାବି ନେଇ ଆଶା କର୍ମୀଙ୍କ ମୁଖ୍ୟ ରାଜପଥ ଅବରୋଧ ।ଏହି ଅବସରରେ ପାରଳାଖେମୁଣ୍ଡି ମୋହନା ମୁଖ୍ୟ ରାସ୍ତା ଅବରୋଧ ହେବା ଯୋଗୁଁ ବସ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା।
