ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବା ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ Registration Act, 1908ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀ Suresh Pujari ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ଚାରି ପୃଷ୍ଠାରେ ସୀମିତ ଦଲିଲ୍ ଓ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟା—କମିବ କାଗଜପତ୍ର, ସମୟ ବଞ୍ଚିବ ଓ ପଞ୍ଜୀକରଣ ହେବ ଆହୁରି ସହଜ।
ପ୍ରସ୍ତାବିତ End-to-End Digital Registration ବ୍ୟବସ୍ଥାରେ—
✅ଇଲେକ୍ଟ୍ରୋନିକ୍ ଦଲିଲ୍, ସ୍ୱାକ୍ଷର ଓ ସିଲ୍କୁ ଆଇନଗତ ସ୍ୱୀକୃତି
✅Land Records ସହ ପଞ୍ଜୀକରଣ ରେକର୍ଡର ଡିଜିଟାଲ୍ ସମନ୍ୱୟ
✅ଇଲେକ୍ଟ୍ରୋନିକ୍ Mutation ଓ ଡିଜିଟାଲ୍ Registration Certificate
✅ସୁରକ୍ଷିତ ଡିଜିଟାଲ୍ ରେକର୍ଡ, ଆର୍କାଇଭିଂ ଓ Disaster Recovery
Standard Templates ମାଧ୍ୟମରେ ଦଲିଲ୍ ପ୍ରସ୍ତୁତିରେ ସରଳତା
