ବନ୍ଦେ ମାତରମ୍ 🇮🇳 ଭୁବନେଶ୍ଵର
(ରିପୋର୍ଟ୍ ଜୀବନ ଜ୍ୟୋତି ରଣା)
‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ମାଧ୍ୟମ ରେ ଆଜି ଶ୍ରୀକୃଷ୍ଣ ମଣ୍ଡଳ ର ସଭାପତି Swopnendu Mohanty (ମଗି ଭାଇ )ଙ୍କ ନେତୃତ୍ୱରେ ୱାର୍ଡ ନଂ 27 ର ଜୟଦେବ ବିହାର ଛକାଠାରୁ ଆରମ୍ଭ ହୋଇ ହୋଟେଲ ଲାଭେଣ୍ଡର ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା । ଏଥିରେ ଉତ୍ତର ଭୁବନେଶ୍ୱର ର ପ୍ରିୟ ନେତା Priyadarshi Mishra (ପ୍ରିୟ ଭାଇ )ଓ ଜିଲ୍ଲାର ଉପସଭାପତି Sushanta Jena (ସୁଶାନ୍ତ ଭାଇ )ଓ ଜିଲ୍ଲାର ସାଧାରଣ ସମ୍ପାଦିକା Manasi Manjari Ray Padhi (ମାନସୀ ଅପା )ଏବଂ ରାଜ୍ୟ କାର୍ଯ୍ୟକର୍ତ୍ତା ରଶ୍ମି ରଞ୍ଜନ କାନୁନଗୋ ଭାଈ ପ୍ରଭୃତି ଏହି ଅବସରରେ ଯୋଗ ଦେଇଥିଲେ।
ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଆଜି ଆମର ଶ୍ରୀକୃଷ୍ଣ ମଣ୍ଡଳ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା 🙏🇮🇳🇮🇳🇮🇳🇮🇳🇮🇳🇮🇳🇮🇳🙏🌹🌹
ଆସନ୍ତୁ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ରାଷ୍ଟ୍ରପ୍ରେମର ଏହି ମହାପର୍ବକୁ ଆହୁରି ଗୌରବ ମୟ କରିବା
