ଗାୟତ୍ରୀ କ୍ରିୟେଟିଭ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ।
ବ୍ରହ୍ମପୁର ୨୪/୭
ପବିତ୍ର ବାହୁଡ଼ା ଅବସରରେ ମହାନ୍ ସଂଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ରପୂର୍ ସ୍ଥିତ ବିଶ୍ୱ ନିକେତନ ଜରା ନିବାସ ପରିସରରେ ଗାୟତ୍ରୀ କ୍ରିୟେଟିଭ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଅତିଥି ଭାବେ ଯୋଗଦେଇ ଫାଉଣ୍ଡେସନ ର କାର୍ଯ୍ୟକ୍ରମ କୁ ପ୍ରସଂଶ। କରିଥିଲେ।ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଶ୍ରୀ ଅନନ୍ତ ପ୍ରଧାନ ଯୋଗଦେଇଥିଲେ ।ଫାଉଣ୍ଡେସନ ସଭାନେତ୍ରୀ ଶ୍ରୀମତୀ ଗାୟତ୍ରୀ ପଣ୍ଡା ,ଭବାନୀ ଶଙ୍କର ସାହୁ, ମହେଶ ଆଚାରୀ, ମନୋରଞ୍ଜନ ପାଢ଼ୀ, ସୁଶାନ୍ତ ପ୍ରଧାନ ଙ୍କ ସମେତ ଅନ୍ତେଃବାସୀ ଅଂଶଗ୍ରହଣ କରିଥିଲେ।
