*ନୂଆପଡ଼ା ଜିଲ୍ଲା ନୀଟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ସହ ସମର୍ଦ୍ଧିତ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୭.
ନୂଆପଡ଼ା ଜିଲ୍ଲା ନୀଟ ପ୍ରବେଶିକା ପରୀକ୍ଷାରେ କୋମନା ବ୍ଲକ ଜେଠୁପାଲି ଗ୍ରାମର ସ୍ୱରୂପା ରାଉତ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ସହ ସମର୍ଦ୍ଧିତ କରିଛନ୍ତି। ଏଭଳି ସଫଳତା ନୂଆପଡ଼ା ଜିଲ୍ଲାର ଆଗାମୀ ଭବିଷ୍ୟତ ରେ ପ୍ରସ୍ତୁତ କରିଥିବା ବିଦ୍ୟାର୍ଥୀଙ୍କ ପାଇଁ ପ୍ରେରଣାର ଉତ୍ସ ଅଟେ ବୋଲି ଆହ୍ୱାନ କରିଛନ୍ତି। ଶିକ୍ଷାର ବିକାଶ, ଏବଂ ପରୀକ୍ଷାର୍ଥୀଙ୍କୁ ସହାୟତା କରିବା ପ୍ରଶାସନ ର ପ୍ରାଥମିକ ଅଟେ ବୋଲି ଜିଲ୍ଲାପାଳ ଆହ୍ୱାନ କରିଛନ୍ତି।
