*ନୂଆପଡ଼ା ଜିଲ୍ଲା ରେ ପ୍ରବଳ ବର୍ଷା , ଜିଲ୍ଲାରେ ଆଜି ବର୍ଷା ୧୦୬.୪୪ ଏମ୍ ଏମ୍ ବୃଷ୍ଟିପାତ ରେକର୍ଡ ଥିବା ବେଳେ ଆଜି ୫୩୨.୨ ଏମ୍ ଏମ୍ ବୃଷ୍ଟିପାତ ରେକର୍ଡ ହୋଇଅଛି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୭.
ନୂଆପଡ଼ା ଜିଲ୍ଲା ରେ ପ୍ରବଳ ବର୍ଷା , ଜିଲ୍ଲାରେ ଆଜି ବର୍ଷା ୧୦୬.୪୪ ଏମ୍ ଏମ୍ ବୃଷ୍ଟିପାତ ରେକର୍ଡ ଥିବା ବେଳେ ଆଜି ୫୩୨.୨ ଏମ୍ ଏମ୍ ବୃଷ୍ଟିପାତ ରେକର୍ଡ ହୋଇଅଛି। ଲୋ ନୂଆପଡ଼ା ବ୍ଲକ୍ ରେ ସର୍ବାଧିକ ୧୯୬.୨ ଏମ୍ ଏମ୍ ବୃଷ୍ଟିପାତ ହୋଇଥିବା ବେଳେ ବୋଡ଼େନ ରେ ସର୍ବ ଖଡ଼ିଆଳ ରେ ୩୫ ଏମ୍ ଏମ୍ ବୃଷ୍ଟିପାତ ହୋଇଅଛି। ବୋଡ଼େନ ରେ ୪୩ ଏମ ଏମ, ସିନାପାଲି ୬୫ ଏମ୍ ଏମ୍ ସହ କୋମନା ରେ ୧୯୩ ଏମ୍ ଏମ୍ ବୃଷ୍ଟିପାତ ରେକର୍ଡ ହୋଇଅଛି। କୋମନା ବ୍ରିଜ କୁ ଲାଗି ବର୍ଷା ଜଳ ତିଖଳି ଲୋୟର ଇନ୍ଦ୍ର ପ୍ରକଳ୍ପ କୁ ବର୍ଷା ଜଳ ପ୍ରବେଶ କରୁଛି। ସେହିପରି ବିଲେଞ୍ଜର ଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ବର୍ଷା ଜଳ ଅଟକି ରହିଅଛି।
