ସମ୍ବିଧାନ କଳା ଦିବସ ପାଳିତ ରେଢ଼ାଖୋଲ (ଭଂଜଦୂତ) ଆଜି ଜୁନ 25 ରିଖ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ନଗର ସଭାପତି ସୁଷମା ମୁଣ୍ଡା ଙ୍କ ସଭାପତିତ୍ୱରେ ବିଜେପି ର ଏକ ସଭା ଅନୁଷ୍ଠିତ ହୋଆଜି ଜୁନ 25 ରିଖ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ନଗର ସଭାପତି ସୁଷମା ମୁଣ୍ଡା ଙ୍କ ସଭାପତିତ୍ୱରେ ବିଜେପି ର ଏକ ସଭା ଅନୁଷ୍ଠିତ ହୋଇଥିଲା.ଆଜିର ଦିନରେ 1975 ମସିହା ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ ସମ୍ବିଧାନ କୁ ହତ୍ୟା କରି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ. ଏହାକୁ ପ୍ରତିବାଦ କରି ଆଜିର ଦିନକୁ ସମ୍ବିଧାନ କଳା ଦିବସ ଭାବରେ ବିଜେପି ରେଢ଼ାଖୋଲ ଶାଖା ତରଫରୁ ପାଳନ କରାଗଲା. ମୁଖ୍ୟ ଅତିଥି ଭାବରେ ପୁ ବିଧାୟକ ପ୍ରାର୍ଥୀ ବରିଷ୍ଠ ବିଜେପି ନେତା ପ୍ରତାପ କୁମାର ପ୍ରଧାନ ଯୋଗଦେଇ ଜରୁରୀକାଳୀନ ସମୟରେ ଦେଶର ସମ୍ବିଧାନ କୁ କେମିତି ସେ ସମୟର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହତ୍ୟା କରିଥିଲେ ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଜୀବି ରାଜେନ୍ଦ୍ରପ୍ରସାଦ ବୈଠାରୁ, ନଗର ପ୍ରଭାରୀ ରାଜା ପାଲ, ନଗର ଉପାଧ୍ୟାକା ଅନୁସୟା ପ୍ରଧାନ, ଦକ୍ଷ ବେହେରା, ଅମର ସିଂ, ଯୁଧିଷ୍ଠିର ବାଜେଣି, ସିନୁ ଶାସିନି, ବାଣୀ ପାଣିଗ୍ରାହୀ, ଯମୁନା ମହାକୁଡ଼, ସୀମା ବେହେରା, ଗୋବିନ୍ଦ ଭିତିରିଆ, ଦିଲ୍ଲିପ ଲବରିଆ, ଜଗା ସିଂ, ରାଉଳ, ସୁବ୍ରତ ପଣ୍ଡା, କମଳ ଅଦାବର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ. ଶେଷରେ ନଗର ସମ୍ପାଦକ ଅନିଲ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେଇଥିଲା.ଆଜିର ଦିନରେ 1975 ମସିହା ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ ସମ୍ବିଧାନ କୁ ହତ୍ୟା କରି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ. ଏହାକୁ ପ୍ରତିବାଦ କରି ଆଜିର ଦିନକୁ ସମ୍ବିଧାନ କଳା ଦିବସ ଭାବରେ ବିଜେପି ରେଢ଼ାଖୋଲ ଶାଖା ତରଫରୁ ପାଳନ କରାଗଲା. ମୁଖ୍ୟ ଅତିଥି ଭାବରେ ପୁ ବିଧାୟକ ପ୍ରାର୍ଥୀ ବରିଷ୍ଠ ବିଜେପି ନେତା ପ୍ରତାପ କୁମାର ପ୍ରଧାନ ଯୋଗଦେଇ ଜରୁରୀକାଳୀନ ସମୟରେ ଦେଶର ସମ୍ବିଧାନ କୁ କେମିତି ସେ ସମୟର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହତ୍ୟା କରିଥିଲେ ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଜୀବି ରାଜେନ୍ଦ୍ରପ୍ରସାଦ ବୈଠାରୁ, ନଗର ପ୍ରଭାରୀ ରାଜା ପାଲ, ନଗର ଉପାଧ୍ୟାକା ଅନୁସୟା ପ୍ରଧାନ, ଦକ୍ଷ ବେହେରା, ଅମର ସିଂ, ଯୁଧିଷ୍ଠିର ବାଜେଣି, ସିନୁ ଶାସିନି, ବାଣୀ ପାଣିଗ୍ରାହୀ, ଯମୁନା ମହାକୁଡ଼, ସୀମା ବେହେରା, ଗୋବିନ୍ଦ ଭିତିରିଆ, ଦିଲ୍ଲିପ ଲବରିଆ, ଜଗା ସିଂ, ରାଉଳ, ସୁବ୍ରତ ପଣ୍ଡା, କମଳ ଅଦାବର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ. ଶେଷରେ ନଗର ସମ୍ପାଦକ ଅନିଲ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ
