ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ଶିବ ନାରାୟଣ ସ୍ୱାଇଁଙ୍କ ରିପର୍ଟ
ମୟୂରଭଞ୍ଜ ବଡ଼ସାହି ବ୍ଲକ ଅନ୍ତର୍ଗତ ପ୍ରତାପପୁର ଧାନ ମଣ୍ଡିରେ ଚାଲିଛି ମନମୁଖୀ କାର୍ଯ୍ୟ ମିଳିଥିବା ସୂଚନା ଅନୁଯାୟୀ ବଡସାହି ବ୍ଲକ ପ୍ରତାପପୁର ପଞ୍ଚାୟତ ବାଥୁଡିବନ୍ଦ ଗ୍ରାମର ସମୀର କୁମାର ବାରିକଙ୍କ ପରିବାର ବର୍ଷକ ବାରମାଶ ଚ଼ାଷ ଉପରେ ନିର୍ଭର କରନ୍ତି ଏବଂ ବର୍ଷକୁ ଦୁଇଥର ଖରିପ ଓ ରବି ରୂତୁରେ ସେ ଧାନ ଚାଷ କରନ୍ତି ଏ ବର୍ଷ ମଧ୍ୟ ଖରିପ ଓ ରବି ରୁତୁରେ ସେ ଧାନ ଚ଼ାଷ କରିଥିଲେ ହେଲେ ଦୁଖଃ ଓ ବିଡମ୍ବନାର ବିଷୟ ହେଉଛି ଖରିପ ରୂତୁରେ ଚାଷ କରିଥିବା ଧାନ ସୋରକାରଙ୍କୁ ବିକ୍ରି କରିବା ପାଇଁ ସେ ଅନଲାଇନ ଆବେଦନ କରିଥିଲେ ତାଙ୍କର ଏରାଇଭାଲ ମଧ୍ୟ କରାଜାଇଥିଲା ତାପରେ ସେ ଧାନ ମଣ୍ଡିକୁ ଆଣିଥିଲେ ବିକ୍ରି ପାଇଁ କିନ୍ତୁ Eye Scan କରିବା ସମୟରେ ମଣ୍ଡି ଅଧିକାରୀ ତାଙ୍କୁ କହିଥିଲେ କି ତୁମର ଟୋକନ ଲେପ୍ସ ହେଇ ଯାଇଛି ଏହି କଥା ଶୁଣି ଶାରିବା ପରେ ଶ୍ରୀଯୁକ୍ତ ବାରିକ ଜାଣିବାକୁ ଚାହିଁଲେ ଜେ ଟୋକନ ଲେପ୍ସ କେମିତି ହେଲା ଏ ବାବଦରେ ସେ ସାନକେରେକ lemps M.D ବଡ଼ସାହି ବ୍ଲକ M.I ଙ୍କ ସହିତ ବିଭାଗୀୟ ସମସ୍ତ ଅଧିକାରୀଙ୍କୁ ଦେଖାକରି ଏବାବଦରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ତେବେ ବାଧ୍ୟ ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ସମସ୍ୟାର ସମାଧାନ ହେଇନଥିବା ବେଳେ ଏବେ ପୁଣି ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି ସମସ୍ୟାଟି ହେଲା ରିବିରୂତୁରେ ଚାଷ କରିଥିବା ଧାନ ଅନଲାଇନ ବାବଦରେ । ଖରାଟିଆ ଧାନ ଅନଲାଇନ ଆବେଦନ କରିବା ପରେ ତାଙ୍କ ଚାଷ ଜମିକୁ ଚାଷ ହେଇଛି କି ନାହିଁ ଦେଖିବା ପାଇଁ ମାଧପୁର ପଞ୍ଚାୟତର VAW ଆସିଥିଲେ ଏବଂ ଚାଷ ହେଇଥିବା ଜମିର ଫୋଟ ଉଠାଇ ସେ ରପର୍ଟ ମଧ୍ୟ ଦେଇଥିଲେ କିନ୍ତୁ DRCSO ଅଫିସରେ ସପ୍ଟୱେୟାର ଭେରିଫିକେସନ ବେଳେ ତାଙ୍କ ପ୍ଲଟ ରେ କୁଆଡେ ଧାନ ଚାଷ ହେଇନଥିବାର ଫୋଟ ଦେଖିବାକୁ ପାଇ ତାଙ୍କ ଅନଲାଇନ ଆବେଦନକୁ ଖାରଜ କରାଜାଇଥିଲା କିନ୍ତୁ ଏବେ ବି ତାଙ୍କ ଜମିରେ ଧାନ ସଂଗ୍ରହ କରିସାରିବା ପରେ ଅବଶିଷ୍ଟ ନଡା ମହଜୁଦ ଅଛି ଯାହାକି ସେ ଚାଷ କରିଥିବାର ପ୍ରମାଣ ସ୍ଫଟ ଭାବରେ ଦର୍ଶାଉଛି ତେବେ ଏଠି ପ୍ରଶ୍ନ ଉଠୁଛି କାହାର ଭୁଲ ପାଇଁ ଜଣେ ଚାଷି ଚାଷ କରି ତାର ଉଚିତ ମୂଲ୍ୟ ପାଇପାରୁ ନାହିଁ ଏସବୁ ପାଇଁ ଦାୟୀ କିଏ ସୋରକାର ନା ପ୍ରଶାଶନ ନା ସୋରକାରଙ୍କୁ ବଦନାମ କରିବାକୁ ଅଫିସର ମାନଙ୍କର ଏହା ଏକ ରିତିମତ ଷଡଯନ୍ତ୍ର ତେବେ ସେ ଯାହା ହେଉ ମୟୂରଭଞ୍ଜ ଜିଲ୍ଲାପାଳ ମୋହଦୟଙ୍କୁ ଅନୁରୋଧ କରିଛନ୍ତି କି ଜଦି ଏହାର ଉପଯୁକ୍ତ ତଦନ୍ତ କରି ଚାଷ ଉପରେ ନିର୍ଭର କରୁଥିବା ଚ଼ାଷୀ ସମୀର କୁମାର ବାରିକଙ୍କୁ ନ୍ୟାୟ ପ୍ରଦାନ ନକରନ୍ତି ସେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆତ୍ମାହୁତି ଦେବେ ବଲି ଆମ ପ୍ରତିନିଧିକୁ ଜଣାଇ ଅଛନ୍ତି ।
ମୟୂରଭଞ୍ଜରୁ ଶୁଭାଶିଷ ଚୌଧୂରୀଙ୍କ ସହ ଶିବ ନାରାୟଣ ସ୍ୱାଇଁଙ୍କ ରିପର୍ଟ ଭଞ୍ଜଦୃତ ନିଉଜ
