ଆଜି ଜୟଦେବ ବିହାର ୱାର୍ଡ ନଂ ୨୭ ଅଧିନସ୍ଥ ଏନ୍ -୬ ବିଡ଼ିଏ ପାର୍କ ରେ ଦ୍ୱିତୀୟ ଦିନ ର ରଜ ମଉଜ ୨୦୨୬ ମହୋତ୍ସବ ପାଳନ ହୋଇଯାଇଛି। ନାଚ , ଗୀତ , ମଉଜ, ମସ୍ତି ରେ ଆଜି ର ସଂଧ୍ୟା ଟି କଟିଥିଲା । ଭାରତୀୟ ଜନତା ପାର୍ଟିର ଭୁବନେଶ୍ବର ଜିଲ୍ଲା ର ଜସସ୍ଵି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ଭାଇନା ଅଜି ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଜ ପର୍ବ ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଅଞ୍ଚଳ ବାସୀ ଙ୍କ ମଙ୍ଗଳ କାମନା ପ୍ରାର୍ଥନା କରିଥିଲେ । ଜିଲ୍ଲା ସାଧାରଣ ସଂପାଦିକା ଭଉଣୀ ଶ୍ରୀମତୀ ମାନସୀ ମଞ୍ଜରୀ ରାୟ ଅପା ଉପସ୍ଥିତ ହୋଇ ଭଉଣୀ ମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ସୃଷ୍ଟି କରିଥିଲେ । ଅଞ୍ଚଳ ବାସୀ ମାନେ ଆଜି ର ଏହି କାର୍ଯ୍ୟକ୍ରମ କୁ ଖୁବ୍ ଉପୋଭୋଗ କରିଥିଲେ !
ମୁଖ୍ୟ ପରିାଳନା ସେପେନ୍ଦୁ ମହାନ୍ତି
ଆଲୋକ ନନ୍ଦ
ଦିବ୍ୟଜ୍ୟୋତି କର
ଓ ଅନ୍ୟାନ୍ୟ ଭାଇ ଓ ଭଉଣୀମାନେ !
ରିପୋର୍ଟ ଜୀବନ ଜ୍ୟୋତି ରଣା
