ତାରିଖ ୦୮/୦୬ /୨୦୨୬
ବ୍ରାହ୍ମଣୀ ନଦୀରେ ବୁଡି ଏକ ମୃତ ଦୁଇ ନିଖୋଜ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ । ତାଳଚେର ବ୍ରାହ୍ମଣୀ ନଦୀ କୂଳରେ ଥିବା ଆଖଣ୍ଡଳମଣି ମନ୍ଦିର ପାଖ ତୁଠରେ ବୁଡି ଜଣେ ମୃତ୍ୟୁ ଦୁଇ ଜଣ ନିଖୋଜ ଅଛନ୍ତି । ସେମାନେ ତାଳଚେର ରେଲାୱେ ଷ୍ଟେସନ ଅଞ୍ଚଳର ମୃତକ ଜଣକ ହେଲେ ଗଣେଶଗୋଚ୍ଛାୟତ ବୟସ ଅଠର (୧୮) ବୋଲି ଜଣା ପଡିଛି । ସାତ ଜଣ ସାଙ୍ଗ ଏକା ସାଥିରେ ନଦୀକୁ ଗାଧୋଇବାକୁ ଆସିଥିଲେ।ଶକ୍ତି ସାହୁ ଏବଂ ପ୍ରିନ୍ସି ଲୋହାର
ଏବେ ନିଖୋଜ ଅଛନ୍ତି। ଅଗ୍ନି ସମ ବିଭାଗ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଛି ।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
