ଏକତା ଗୁପ୍ତା , ନ୍ୟାସନାଲ ଲ’ ୟୁନିଭର୍ସିଟି, କଟକରୁ ଆଇନ ଶିକ୍ଷା ସମାପ୍ତ କରି ସଫଳତାର ସହିତ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଏକତା ଗୁପ୍ତା Ekta Gupta ନ୍ୟାସନାଲ ଲ’ ୟୁନିଭର୍ସିଟି, କଟକରୁ ଆଇନ ଶିକ୍ଷା ସମାପ୍ତ କରି ସଫଳତାର ସହିତ ମୁମ୍ବାଇର ଏକ ପ୍ରତିଷ୍ଠିତ ଲ’ ଫର୍ମରେ ଯୋଗଦାନ କରିଛନ୍ତି।
ସେ ଶ୍ରୀ ଦୀପକ ଗୁପ୍ତା ଓ ଶ୍ରୀମତୀ ବବିତା ଗୁପ୍ତାଙ୍କ ସୁଯୋଗ୍ୟ କନ୍ୟା।
ଏକତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସଫଳ କାର୍ଯ୍ୟଜୀବନ ଏବଂ ନିରନ୍ତର ଉନ୍ନତି ପାଇଁ ଅନେକ ଶୁଭକାମନା। ପରିବାର ଓ ସମାଜ ପାଇଁ ଏହା ଗର୍ବର ବିଷୟ।
