ଦୁର୍ଗାପୁର ପଂଚାୟତ ରେ ହଜିଗଲେ ଶ୍ରମିକ କାମ କଲେ ଜେ ସି ପି ଆଉ ଟ୍ରାକ୍ଟର
ବଡ଼ସାହି….. ସରକାର ପଂଚାୟତ ରେ ଜବ କାର୍ଡରେ ସାମିଲ ଥିବା ବ୍ୟକ୍ତି ଙ୍କୁ କାମ ଦେଉଛନ୍ତି କିନ୍ତୁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧୀନ ଦୁର୍ଗାପୁର ପଂଚାୟତ ରେ ନିଆରା ଏଠାରେ ଟ୍ରାକଟର ଆଉ ଜେ ସି ପି ମାନଂକୁ କାମ ଦିଆଯାଇଛି ତାହା ପୁଣି ଖଲୋମ ଖଲା ଆଉ ଗନ୍ଧାଳୀ ଗ୍ରାମର ବଡ଼ପୋଖରୀ ପଙ୍କ ଉଦ୍ଧାର କାର୍ଯ୍ୟ ବେଶ ଉଚକ ରେ ମେସିନୀ ଦ୍ୱାରା ହେଉଛି.ଆଉ କାମ ଦେଖିଲେ ମନ ଆଉ ଆଖି ଶାନ୍ତି ହେଇଯିବ ଏହା ପ୍ରୟ ସମସ୍ତ ଙ୍କୁ ଜଣା ବ୍ଲକ ରେ କାର୍ଯ୍ୟ ରତ ମାଟି କାର୍ଯ୍ୟ ପାଇଁ ଏ. ପି. ଓ ମହାଶୟ କି ବିଡ଼ିଓ ମହାଶୟ! କେତେ ମାଟି କାମରେ ତଦାରକ କରନ୍ତୁ ତାହା ବିଭିନ୍ନ ଗଣମ!ଧ୍ୟ ସହିତ ବ୍ଲକ ଅଧିବାସୀ ଙ୍କୁ ଜଣା କାମ ଯିଏ କରୁନା କହିକି ମାଷ୍ଟର ରୁଲ ବି ପ୍ରସ୍ତୁତ ହେଉଛି ଆଉ ବିଲ ବି ହେଉଥିବ ଆଉ ପିସି ବି ବିଭିନ୍ନ ଅଧିକାରୀ ଙ୍କ ନିକଟରେ ପକେଟ କୁ ଯାଉଥିବ ଏଥିରେ ସନ୍ଦେହ ନାହିଁ
