ସାଇବର ଠକେଇ ରୁ ବର୍ତିଲେ ନବରଙ୍ଗପୁର ଯୁବକ l
ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଗଣ୍ଡାଗୁଡା ର ଗୋଗୋନ ବିହାରୀ ଛାତି ଙ୍କ ଭାଟସାପ ମାଧ୍ୟମରେ ଗୋତ କାଲି ରାତି ନୋଅ ଘଂଟିକା ସମୟରେ l ପିଏମ ଆବାସ ଯୋଜନା ନାମକ ଆପ୍ ତାଙ୍କ ଫୋନକୁ ଯାଇଥିଲା l
ଶ୍ରୀ ଛାତି ସେ ଆପ୍ କୁ ଡାଉନଲୋଡ଼ କରିନେଇଥିଲେ l
ନିଜ ନାମ ଠିକଣା ସହିତ ଏଟିଏମ,କ୍ରେଡିଟ କାର୍ଡର ଛଅ ଗୋଟି ନମ୍ବର ମାଗିବାରୁ ସେ ସନ୍ଦେହ କରିକି ଦେଇ ନୋ ଥିଲେ l
ଆଜି ସକାଳ ଦଶ ଘଣ୍ଟିକା ସମୟରେ ତାଙ୍କ ଫୋନ ଆପେ ଆପେ ବନ୍ଦ ହୋଇକି ତାଙ୍କ ଫୋନରେ ଯେତେ ନମ୍ବର ଥିଲା ସେ ବ୍ୟକ୍ତି ମାନଙ୍କ ପାଖକୁ ମେସେଜ ଗଲା ଦଶ ହଜାର ଟଙ୍କା ମୋତେ ଦରକାର ସ୍କେନେର ପଠେଇ ଦେଉଛି ପଠେଇ ଦିଅନ୍ତୁ କହି କି ମେସେଜ ଯାଉଥିଲା l
ତାଙ୍କ ବନ୍ଧୁ ହସିନ ତାଙ୍କୁ ସାହାଯ୍ୟ କରିଥିଲେ lସୂଚନା ଅନୁଯାଇ ଶ୍ରୀ ଛାତି ଙ୍କ ବେଙ୍କ ଖାତାରୁ ପଇସା କୋଟିବା ପୂର୍ବରୁ ସେ ପଇସା ତାଙ୍କ ବନ୍ଧୁ ନିକଟକୁ ପଠେଇ ଦେଇଥିଲେ l ସେ କହିଛନ୍ତି ତାଙ୍କ ପରି ଏମିତି କେହି ସାଇବର ଠକେଇ ର ଶିକାର ନୋ ହୁଅନ୍ତୁ l ସେ ସିନା ବର୍ତି ଗଲେ l ଏମିତି କିଛି ମେସେଜ ଆଉ ଆପ୍ ଗୁଡ଼ିକ ଆପଣଙ୍କ ଫୋନରେ ଆସିଲେ ଦୟା ପୂର୍ବକ ଡାଉନଲୋଡ଼ କରନ୍ତୁ ନାହିଁ l
