ଲାଞ୍ଚ ନେଇ ଅଧିକାରୀ ଧରାପଡ଼ିଲେ
(କଳାହାଣ୍ଡି,ରମେଶ ଅଗ୍ରୱାଲ.:ନିପ୍ର)
ଜିଲ୍ଲାରେ ପୁଣିଥରେ ଲାଞ୍ଚ ଘଟଣା ସମ୍ମୁଖୀନ ହୋଇଛି। ଏକ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଜଣେ ଅଧିକାରୀ 6000.00.ଲାଞ୍ଚ ଦାବି କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛନ୍ତି।
ସୂଚନା ଅନୁସାରେ, ଅଭିଯୁକ୍ତ ଅଧିକାରୀ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଫାଇଲ୍ ପାସ୍ କରିବା ପାଇଁ ଟଙ୍କା ଦାବି କରୁଥିଲେ। ଏହା ପରେ ପୀଡ଼ିତ ବ୍ୟକ୍ତି ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ। ପ୍ରସ୍ତୁତ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍ ଟ୍ରାପ୍ ରଚି 6000.00.ଲାଞ୍ଚ ନେବା ବେଳେ ଅଧିକାରୀଙ୍କୁ ରଙ୍ଗେହାତେ ଧରିଥିଲେ।
ଧରାପଡ଼ିବା ପରେ ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା ଓ ଅଧିକ ଟଙ୍କା ଓ ଦଳିଲ ପ୍ରମାଣ ଜବତ କରାଯାଇଛି। ଏହା ସହିତ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।
ଭିଜିଲାନ୍ସ ବିଭାଗ କହିଛି ଯେ ଏପରି ଅନିତିକ ଓ ଅବୈଧ କାର୍ଯ୍ୟକୁ କୌଣସି ପରିସ୍ଥିତିରେ ସହି ଯିବ ନାହିଁ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ
