ବାରିପଦା ଉତ୍କଳ କରାଟେ ସ୍କୁଲକୁ 26 ସ୍ୱର୍ଣ୍ଣ ଟି ପଦକ।
ବାରିପଦା…. ରାଞ୍ଚି ସ୍ତିତ ହରିବଂଶ ତାନାଭଗତ୍ ଇଣ୍ଡୋର ଷ୍ଟାଡିୟମରେ ଠାରେ 3rd ସିକୋକାଇ ସର୍ବଭାରତୀୟ ଓପନ କରାତେ ଚମ୍ପିନ ଶିପ 2026 ଉଜାପିତ ହୋଇ ଯାଇ ଅଛି ।ଏହି ଚାମ୍ପିଅନସିପ ରେ ବାରିପଦା ଉତ୍କଳ କରାଟେ ସ୍କୁଲ ମେନ୍ ଡୋଜୋ (ଦାର୍ଗଡାହି ସ୍ଥିତ ଯୁବ୍ଲି ପେଟ୍ରୋଲ ପମ୍ପ ପାଖ )ରୁ ତଥା କ୍ୟୋନସି ଶ୍ରୀକାନ୍ତ ବାରିକ ଓ ମୁଖ୍ୟ ପ୍ରୋଷିକ୍ଷୋକୋ ରେଂଶି ସୁଶାନ୍ତ ବାରିକ ତତ୍ତଵାବଧାନରେ 32 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥି ମଧ୍ୟରୁ ଜୟଦିପ ମହାନ୍ତ, ସାଇ ସୁର୍ୟଂଶୁ ସାହୁ, ଆଦିର ଦେ, କିଷ୍କିନ୍ଧ୍ୟା ମୁର୍ମୁ, ଆରୋହି ମହାପାତ୍ର, ଲୌକିକ ସ୍ଵରତ ମହାନ୍ତ, ଶୁଭଙ୍କର ପ୍ରତିହାରୀ, ଆରାଧ୍ୟା ମହାର୍ଣା, କ୍ରିଷ୍ଣା ମୁଖୀ, ଇତିଶ୍ରୀ ନାଏକ, ପ୍ରିୟାଂଶୁ ମିଶ୍ର,ତାନ୍ୟା ତାପ୍ତି ମହାନ୍ତି, ଭାର୍ଗଭ ବାସୁରି, ଅଞ୍ଜଳୀ ଟୁଡୁ, ଆର୍ ଜେ ଦେବରାଜ ସିଂ, ସାଇଓମ ମହାପାତ୍ର ଆଦି କାତା ରେ ସ୍ଵର୍ଣ୍ଣ , କାବ୍ୟାଂଶ କୁମାର ଗିରି, ଜିଜ୍ଞାଶା ବାସୁରି, ବୈଭବ ପଟ୍ଟନାୟକ , ଏସନ ମହାନ୍ତ, ସାଇ ଆରଧ୍ୟ ଖିଲାର, ସୂର୍ୟକନ୍ତ ପୌଲ, ରିତିକା ରାଣୀ ବେହେରା, ରିତେଶ କମିଲା, ସମୀକ୍ଷା ବାରିକ କାତା ରେ ରୋପ୍ୟୋ, ତନିଶା ମହାନ୍ତ,ଯେ ପବନ ନନ୍ଦନ, ୟଶ ବିଶ୍ୱାଳ, ପ୍ରୀୟାଂଶୀ ହେମ୍ବ୍ରମ, ସାଇ ପରିନିତା ମଣ୍ଡଳ, ଜୟନି ସେଠୀ, ପଦ୍ମଜା ଦତ୍ତ ଆଦି କାତା ରେ କାଂସ୍ୟ ପଦକ , ଏବଂ ସେହିପରି ଜୟଦିପ ମହାନ୍ତ, ରିତିକା ରାଣୀ ବେହେରା, ବୈଭବ ପଟ୍ଟନାୟକ, ଆଦିର ଦେ, ଜିଜ୍ଞାସା ବାସୁରୀ, ତନିଶା ମହାନ୍ତ, ସାଇ ସୂର୍ୟଂଶୁ ସାହୁ,ତାନ୍ୟା ତାପ୍ତି ମହାନ୍ତି, ଆର୍ ଜେ ଦେବରାଜ ସିଂ, ସମୀକ୍ଷା ବାରିକ ଆଦି କୁମିତେ ରେ ସ୍ଵର୍ଣ୍ଣ , କାଭ୍ୟାଂଶ କୁମାର ଗିରି,କିଷ୍କିନ୍ଧ୍ୟା ମୁର୍ମୁ, ପଦ୍ମଯା ଦତ୍ତ, ସୂର୍ଯ୍ୟକାନ୍ତ ପୌଲ, ରିତେଶ କମିଲା, ଭାର୍ଗବ ବାସୂରି, ଅଞ୍ଜଳୀ ଟୁଡୁ, ଜୟନୀ ସେଠୀ ଆଦି କୁମୀତେ ରେ ରୋପ୍ୟୋl, ଆରୋହି ମହାପାତ୍ର ଏସନ ମହାନ୍ତ, ସାଇ ଆରୋଧ୍ୟ ଖିଲାର, ଶୁଭଙ୍କର ପ୍ରତିହାରୀ, ଯେ ପଵନ ନନ୍ଦନ, କ୍ରିଷ୍ଣା ମୁଖୀ, ଇତିଶ୍ରୀ ନାୟକ, ପ୍ରିୟାଂଶୁ ମିଶ୍ର, ୟଶ ବିଶ୍ୱାଳ, ପ୍ରୀୟଂଶୀ ହେମ୍ବ୍ରମ, ସାଇ ପରିନୀତା ମଣ୍ଡଳ, ସାଇଓମ ମହାପାତ୍ର ଆଦି କୁମୀତେ ରେ କାଂସ୍ୟ ଏବଂ ଜିଜ୍ଞାସା ବାସୁରୀ, ଇତିଶ୍ରୀ ନାଏକ,କିଷ୍କିନ୍ଧ୍ୟା ମୁର୍ମୁ ଆଦି ଦଳଗତ କାତା ରେ ରୋପ୍ୟୋ ୱ ଜୟଦୀପ ମହାନ୍ତ, କାବ୍ୟାଂଶ କୁମାର ଗିରି, ବୈଭବ ପଟ୍ଟନାୟକ ଦଳଗତ କାତା ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସ୍କୁଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଆସିଥିବା ଉପନିର୍ଦେଶୋକ କରୁଣା କର ହେମ୍ବ୍ରମ କୃତିକୃତୋ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି ।
