ଅଖିଲ ଭାରତୀୟ ମାରୱାରୀ ସମ୍ମେଳନ – ପଦାଧିକାରୀ
ସମସ୍ତଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ।(କଳାହାଣ୍ଡି.ରମେଶ ଅଗ୍ରୱାଲ:ନିପ୍ର.)
ରାଜ୍ୟ କମିଟିର ଉପାଧ୍ୟକ୍ଷ ଭାବେ ଦୀପକ ଗୁପ୍ତ ଓ ସଚିବ ଭାବେ ସନ୍ତୋଷ ଅଗ୍ରୱାଲଙ୍କୁ ନିଯୁକ୍ତି ପାଇଁ ଅଭିନନ୍ଦନ।
ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଶ୍ରବଣ ଅଗ୍ରୱାଲ, ଉପାଧ୍ୟକ୍ଷ ନରେନ୍ଦ୍ର ଅଗ୍ରୱାଲ, ସଚିବ ହନୁମାନ ଅଗ୍ରୱାଲ, ଯୁଗ୍ମ ସଚିବ ଲାଲଚନ୍ଦ ଚୌଧୁରୀ ଓ ଆନନ୍ଦ ମୋଦୀଙ୍କୁ ମଧ୍ୟ ଅଭିନନ୍ଦନ।
ସମସ୍ତ ପଦାଧିକାରୀଙ୍କୁ ଆଗାମୀ କାର୍ଯ୍ୟକାଳ ପାଇଁ ଅନେକ ଶୁଭେଚ୍ଛା।
