ଘଟବାଲିଯୋଡି ଗାଁ ରେ ବନାଗ୍ନୀ ସଚେତନତା ସଭା
————————————
ପାଟଣା ବନାଞ୍ଚଳ ଅନ୍ତର୍ଗତ ତଣ୍ଡ ବିଟ ର ଘଟବାଲିଯୋଡି ଗାଁ ରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହେଇଯାଇଛି, ସଭା ରେ ମୁଖ୍ୟ ଅତିଥି ଭାବେ ପାଟଣା ଭାଜପା ମଣ୍ଡଳ ର ସଭାପତି ଶ୍ରୀ ବ୍ରଜକିଶୋର ସେଠୀ ଏବଂ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ସମ୍ପାଦିତ ହେଇଥିଲା, ସଭା ରେ ଅଟେଇ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ 9 ଗୋଟି ବନସୁରକ୍ଷା ସମିତି ର ସମସ୍ତ ସଭାପତି ଏବଂ ଆନିମେଟର ମାନଙ୍କ ସହିତ 5 ଜଣ ଲେଖାଏଁ ସଦସ୍ୟ ସଭାରେ ଯୋଗ ଦେଇଥିଲେ ତଣ୍ଡ ବନରକ୍ଷୀ ଦୀପକ ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା ଲାରିଥିଲ, 1- ଜଙ୍ଗଲ ନିଆଁ କୁ କିପରି ରୋକା ଯାଇ ପାରିବ, 2- ଜଙ୍ଗଲୀ ଜୀବଜନ୍ତୁ ମାନଙ୍କୁ ନିଆଁ ଦାଉରୁ କିପରି ସୁରକ୍ଷା ଦିଆ ଯାଇ ପାରିବ, ହୋଇଥୀଲା ଲଘୁବନଯାତ ଦ୍ରବ୍ୟ ଯଥା ମହୁଲ, କେନ୍ଦୁପତ୍ର, ଶାଳ ପତ୍ର କୁ କି ଭଳି ଭାବରେ ସୁଚାରୁ ରୂପେ ସଂଗ୍ରହ କରା ଯାଇ ପାରିବ ଇତ୍ୟାଦି ସଭାରେ ଆଲୋଚନା ହୋଇଥିଲା l
