ବେତନଟୀ ଥାନାର ନୂତନ ଆଇ ଆଇ ସି କ୍ରିଷ୍ଣା ପିଙ୍ଗୁଆଙ୍କ ଯୋଗଦାନ
ବେତନଟୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ଥାନାରେ ନୂତନ ଆଇ ଆଇ ସି ଭାବେ ଶ୍ରୀଯୁକ୍ତ କ୍ରିଷ୍ଣା ପିଙ୍ଗୁଆ ଯୋଗ ଦେଇଛନ୍ତି। ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାର ଆଇ ଆଇ ସି ଭାବେ କାର୍ଯ୍ୟ ତୁଲାଉଥିଲେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲାରୁବେତନଟୀ ଥାନାର ନୂତନ ଆଇ ଆଇ ସି କ୍ରିଷ୍ଣା ପିଙ୍ଗୁଆଙ୍କ ଯୋଗଦାନ
ବେତନଟୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ଥାନାରେ ନୂତନ ଆଇ ଆଇ ସି ଭାବେ ଶ୍ରୀଯୁକ୍ତ କ୍ରିଷ୍ଣା ପିଙ୍ଗୁଆ ଯୋଗ ଦେଇଛନ୍ତି। ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାର ଆଇ ଆଇ ସି ଭାବେ କାର୍ଯ୍ୟ ତୁଲାଉଥିଲେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲାରୁ ମୟୂରଭଞ୍ଜ ଜିଲ୍ଲାର ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ମୟୂରଭଞ୍ଜ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବେତନଟୀ ଥାନା ଆଇ ଆଇ ସି ଭାବରେ ବଦଳି କରାଯାଇଛି। ସେ ଆଜି ମଧ୍ୟାନ୍ନରେ ବେତନଟୀ ଥାନାର ପୂର୍ବତନ ଆଇ ଆଇ ସି ସସ୍ମିତା ମହାନ୍ତ ଓ ସବୁ ଥାନା କର୍ମଚାରୀଙ୍କ ଉପସ୍ଥିତିରେ ବେତନଟୀ ଥାନାରେ ଯୋଗଦାନ କରିଥିଲେ । ସେହିଭଳି ବେତନଟୀ ଥାନା ଆଇ ଆଇ ସି ଭାବେ ଦାୟିତ୍ୱରେ ଥିବା ସସ୍ମିତା ମହାନ୍ତଙ୍କୁ ବେତନଟୀ ଥାନାରୁ ବାରିପଦା ସଦର ଥାନାକୁ ବଦଳି କରାଯାଇଛି। ନୂତନ ଆଇ ଆଇ ସି ଭାବେ ଥାନାରେ ଯୋଗ ଦେବା ପରେ ବେତନଟୀ ବ୍ଲକ ମିଡ଼ିଆ ଏସୋସିଏସନ ପକ୍ଷରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏଥିରେ ସାମ୍ବାଦିକ ରାଜେଶ ଖଣ୍ଡେଲୱାଲ, ଧରଣୀଧର ମହାନ୍ତି, ଭବାନୀ ଶଙ୍କର ପରିଡା, ଉଦିତ କୁମାର ପରିଡା, ହରିଶଚନ୍ଦ୍ର ସାମଲ, ଲାଲମୋହନ ନାଏକ, ପ୍ରକଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବେତନଟୀରେ ଆଇନଶୃଙ୍ଖଳା ପରିସ୍ଥିତି ସୁରୁଖୁରୁରେ କିପରି ଚାଲିବ ସେ ନେଇ ସମସ୍ତେ ଆଲୋଚନା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ମୟୂରଭଞ୍ଜ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବେତନଟୀ ଥାନା ଆଇ ଆଇ ସି ଭାବରେ ବଦଳି କରାଯାଇଛି। ସେ ଆଜି ମଧ୍ୟାନ୍ନରେ ବେତନଟୀ ଥାନାର ପୂର୍ବତନ ଆଇ ଆଇ ସି ସସ୍ମିତା ମହାନ୍ତ ଓ ସବୁ ଥାନା କର୍ମଚାରୀଙ୍କ ଉପସ୍ଥିତିରେ ବେତନଟୀ ଥାନାରେ ଯୋଗଦାନ କରିଥିଲେ । ସେହିଭଳି ବେତନଟୀ ଥାନା ଆଇ ଆଇ ସି ଭାବେ ଦାୟିତ୍ୱରେ ଥିବା ସସ୍ମିତା ମହାନ୍ତଙ୍କୁ ବେତନଟୀ ଥାନାରୁ ବାରିପଦା ସଦର ଥାନାକୁ ବଦଳି କରାଯାଇଛି। ନୂତନ ଆଇ ଆଇ ସି ଭାବେ ଥାନାରେ ଯୋଗ ଦେବା ପରେ ବେତନଟୀ ବ୍ଲକ ମିଡ଼ିଆ ଏସୋସିଏସନ ପକ୍ଷରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏଥିରେ ସାମ୍ବାଦିକ ରାଜେଶ ଖଣ୍ଡେଲୱାଲ, ଧରଣୀଧର ମହାନ୍ତି, ଭବାନୀ ଶଙ୍କର ପରିଡା, ଉଦିତ କୁମାର ପରିଡା, ହରିଶଚନ୍ଦ୍ର ସାମଲ, ଲାଲମୋହନ ନାଏକ, ପ୍ରକଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବେତନଟୀରେ ଆଇନଶୃଙ୍ଖଳା ପରିସ୍ଥିତି ସୁରୁଖୁରୁରେ କିପରି ଚାଲିବ ସେ ନେଇ ସମସ୍ତେ ଆଲୋଚନା କରିଥିଲେ ।
