*ଜିଲ୍ଲା ମାସିକ ମେଡିକାଲ ବୋର୍ଡ ବୈଠକ ଆଜି, ଭିନ୍ନକ୍ଷମ ପ୍ରମାଣ ପାତ୍ର ପ୍ରଦାନ ସହ ଚିକିତ୍ସା ବ୍ୟବସ୍ଥା ନେଇ ଶିବିର ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୭.୦୧.
ନୂଆପଡ଼ା ଜିଲ୍ଲା ମାସିକ ମେଡିକାଲ ବୋର୍ଡ ବୈଠକ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଆଜି ଅନୁଷ୍ଠିତ ହୋଇଅଛି। ଏହି ଶିବିର ମାସକୁ ୨ ଏବଂ ୪ ମଙ୍ଗଳବାର ପରିବର୍ତ୍ତେ ଶୁକ୍ରବାର ହେବା ପାଇଁ ସ୍ଥିରୀକୃତ ହୋଇଅଛି। ଚକିତ ମାସ ଛୁଟି ଦିବସ ଥିବାରୁ ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇଅଛି। ଶିବିର ରେ ଭିନ୍ନକ୍ଷମ ପ୍ରମାଣ ପାତ୍ର ପ୍ରଦାନ ସହ ଚିକିତ୍ସା ବ୍ୟବସ୍ଥା ନେଇ ଅନୁଷ୍ଠିତ ହୋଇଥାଏ। ଡଃ. ରଂଜିତ ରାଉତ, ଡଃ. ଗୌତମ ମେହେର, ଡଃ. ମହେନ୍ଦ୍ର କୁମାର ମାଝୀ, ଏବଂ ମେଡିକାଲ ବୋର୍ଡ ଡଃ ଅନୁପ ଅଗ୍ରୱାଲ, ଏବଂ ଘନଶ୍ୟାମ ସାହୁ, ମୋନୋଜ କୁମାର ଡୋର , ଆମର ସ୍ୱରୂପା ମୁଣ୍ଡ, ଲେ ସହ ଜିଲ୍ଲା ଅକ୍ଷମ ସମିତି ସଭାପତି ଅଚ୍ୟୁତା ନନ୍ଦ ଶୁନାନୀ, ସମ୍ପାଦକ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ପ୍ରସନ୍ନ ମେହେର, ଗଣେଶ ରାମ ଭୋଇ, ରାଜେନ୍ଦ୍ର କୁମାର ସାହୁ, ଦୁଃଖନାସନ୍ ଭୋଇ, ସହାୟତା କରିଛନ୍ତି। ଭିନ୍ନକ୍ଷମ ମାନେ ସହଜ ଏବଂ ସୁବିଧାରେ ପ୍ରମାଣ ପାତ୍ର ପାଇ ନିଜ ସୁବିଧାରେ ଭତ୍ତା ଯୋଜନା ରେ ସାମିଲ ହୋଇ ପାରିବେ।
