
ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ର ବଳ ଭାଙ୍ଗିବାରେ ଲାଗିଛି।
କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ପଞ୍ଚାୟତ ର ନାଏବ ତଥା ଭାର ପ୍ରାପ୍ତ ସରପଞ୍ଚ ହେମଲତା ସାମଲ ସମବାୟ ବ୍ୟାଙ୍କ ର ସଭାପତି ଏ ମନ୍ମଥ ରାଓ ,ଓ ଯୁବ ନେତା ଏ ରାମ କ୍ରିଷ୍ଣା ଗୌରୀ ଗ୍ରାମ ର ବରିଷ୍ଟ ନେତା,କେ ତ୍ରିନାଥ ରାଓ ସମିତି ସଭ୍ୟ ପ୍ରାର୍ଥୀ ଆର୍ ହରି ପୁର୍ବତନ ୱାଡ ସଭ୍ୟ ବାବୁଜୀ ପଟ୍ଟନାୟକ ,ଜି କାନ୍ତରା ରାଓ, ସୂରୟାନାରାୟଣ , ଶଙ୍କର ରାଜୁ , ଏମ୍ ତିରୁପତି, ଜି ଭାସ୍କର, ରାମାୟା ଶବର, କେ ରାଜୁ ଙ୍କ ସମତେ ୩୦୦ ସହ ରୁ ଅଧିକ ବିଜେଡ଼ି ନେତା ଓ କର୍ମୀ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ଜିଲ୍ଲା ସଭାପତି ନବକିଶୋର ଶବର , ପୂର୍ବତନ ବିଧାୟକ, କେ ନାରାୟଣ ରାଓ ଙ୍କ ଉପସ୍ଥିତି ରେ ବିଧିବୋଧ ଭାବେ ବିଜେପି ରେ ମିଶିଥିଲେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ର ବଳଭାଙ୍ଗି ବାରେ ଲାଗୁଛି । ବିଜେପି ଶକ୍ତ ହଇ ମଜବୁତ୍ ହେବାରେ ଲାଗିଛି। ଏ ନେ଼ଇ ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା ଏବଂ ଏକ ପ୍ରେସ ବିଜ୍ଞପ୍ତି କରିଥଲେ ।
ଗଜପତି ରୁ ଟିକି ଲିମା ଭାଞ୍ଜ ଦୂତ