ପାରଳାଖେମୁଣ୍ଡି ଠାରେ ନାଇଟ କ୍ରିକେଟଟୁର୍ନାମେଣ୍ଟ ଆୟୋଜିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ
ମାଁ ବନଦୁର୍ଗା ନାଇଟ୍ ସର୍କିଲ କ୍ରିକେଟ୍ ଟୁର୍ନାମେଣ୍ଟ ଆୟାଜନ କରାଯାଇଛି। ପାରାଲାଖେମୁଣ୍ଡି ର ଏହି କ୍ରିକେଟ ଟର୍ଣାମେଣ୍ଟ ରେ ବହୁ ଆଖ ପାଖ ଅଂଚଳର କ୍ରିକେଟ ଖେଳାଳି ଟିମ୍ ଅଂଶ ଗ୍ରହଣ କରିଥିବା ଦେଖିବକୁ ମିଳିଥିଲା। ପ୍ରଥମ ଦିନ ଆରମ୍ଭ ରେ ମୁଖ୍ୟ ଅତିଥି ଭାବେ ଭାରତୀ ଜନତା ପାର୍ଟି ର ଉପସଭାପତି ଶ୍ରୀ ଚିତ୍ରି ସିମଦ୍ରି ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ତାଙ୍କ ସହ ଅନ୍ୟ ଅତିଥି ମଧ୍ୟ ଦାରପୁ ରାଜେଶ କୁମାର , କୁମାର, କେ.ୟୁଭରଜୁ, ସେଶୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କ୍ରିକେଟ ଖେଳାଳି ପ୍ରତିଯୋଗିତା ଙ୍କୁ ଉତ୍ସାହିତ କରିଥିଲେ। ଏହି ଏକ କ୍ରିକେଟ ଖେଲଟି ଶୀତ ଦିନର ରାତ୍ରି ହେଉଥିବାରୁ ଏହାକୁ ଦେଖିବା ପାଇଁ ବହୁତ ମାତ୍ରା ରେ କ୍ରିକେଟ ପ୍ରେମେଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
