ରାଇସ ମିଲରେ ବୁଲିଲେ ସୋର ତହସିଲଦାର
ସୋର,(ନିପ୍ର, ଜ୍ୟୋତିପ୍ରକାଶ, ଭଞ୍ଜଦୂତ): ସୋର ତହସିଲଦାର ଦୈତାରି ମଲ୍ଲିକ, ଜିଲ୍ଲା ସହାୟକ ଯୋଗାଣ ଅଧିକାରୀ ଯଶୋଦା ସିଂ ଓ ସୋର ଯୋଗାଣ ଅଧିକାରୀ ଦେବାଶିଷ କର ଆଜି ମଧ୍ୟାହ୍ନ ରେ ମିଳିତ ଭାବେ ସୋରରେ ବିଭିନ୍ନ ରାଇସ ମିଲ୍ ବୁଲିଥିଲେ। ଏହି ସମୟରେ ପୁଜା ରାଇସ ମିଲ୍ ଓ ଯଶୋଦା ରାଇସମିଲକୁ ଗସ୍ତ କରି ଗଚ୍ଛିତ ଥିବା ଚାଉଳର ମାନ ପରିକ୍ଷା କରି ଧାନ ଓ ଚାଉଳର ପରିମାଣ ଦେଖିଥିବା ଜଣାପଡିଛି।
