*ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପରେ ମଧ୍ୟ ଗୃହ ନିର୍ମାଣ କରିନଥିବା ଖଡିଆଳ ବ୍ଲକ୍ ରେ ଜୁହାର କାର୍ଯ୍ୟକ୍ରମ ପ୍ରଥମ ଆରମ୍ଭ, ସଚେତନ କରି ନିର୍ମାଣ ଶେଷ କରି ନୂତନ ହିତାଧିକାରୀଙ୍କୁ ଗୃହ ପାଇବା ପାଇଁ ସହଯୋଗ ନେଇ ଆହ୍ବାନ*
ନୂଆପଡା(ମିଖାଏଲ ନନ୍ଦ)
ମୁଣ୍ଡ ଉପରେ ପକ୍କା ଛତ ପ୍ରତ୍ୟେକ ପରିବାର ର ଏକ ମାତ୍ର ସ୍ଵପ୍ନ ଅଟେ। ଅଭାବିୟା ଜୀବନ ରେ ରୋଜଗାର ଅର୍ଥ ନିଜ ଗୁଜୁରାଣ ମେଣ୍ଟାଇବା ରେ ନିଅଣ୍ଟ ହେଉଥିବା ବେଳେ ଗୃହ ନିର୍ମାଣ ତାଙ୍କ ପାଇଁ ସାତ ସ୍ଵପ୍ନ। ତେଣୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପରେ ମଧ୍ୟ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ। ଖଡିଆଳ ବ୍ଲକ୍ ରେ ଅଭିନବ ଜୁହାର କାର୍ଯ୍ୟକ୍ରମ ପ୍ରଥମ ଆରମ୍ଭ ହୋଇଥିଲା। ଖଡିଆଳ ବ୍ଲକ୍ ବାଦୀ ଗ୍ରାମପଞ୍ଚାୟତ ରେ ଅଭିନବ ସଚେତନ କରି ନିର୍ମାଣ କାର୍ଯ୍ୟ ଶେଷ କଲେ ଲକ୍ଷ ପୁରଣ ପରେ ନୂତନ କାର୍ଯ୍ୟାଦେଶ ଆସିଥାଏ। ତେଣୁ ନିଜ ପଞ୍ଚାୟତ ଏଣ ଗ୍ରାମ ରେ ବାକି ରହିଥିବା ହିତାଧିକାରୀଙ୍କୁ ଗୃହ ପାଇବା ପାଇଁ ସହଯୋଗ କରିବାକୁ ଆହ୍ବାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବିଘାନେଶ ଘୋଷ, ବିପିଏମ ସୌରଭ ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ନାଏକ, ବାଦୀ ସରପଞ୍ଚ ରୀନା ତାଣ୍ଡି, ଏବଂ ପଞ୍ଚାୟତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ମୂର୍ଦୁଙ୍ଗ, ଗିନି ଓ କୀର୍ତ୍ତନ, ନେଇ ଜୁହାର ନ
ବାଦୀ ର ସେହି ମହାନୁଭାବଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ତୁରନ୍ତ ଗୃହ ନିର୍ମାଣ କରି ଅପେକ୍ଷା ରଟ ହିତାଧିକାରୀଙ୍କୁ ସହାୟତା।
