**କଲ୍ୟାଣ ମଣ୍ଡପ ୧ ଭଙ୍ଗା ଯାଇ ନୂତନ ପ୍ରକଳ୍ପ ମଲ୍ଟିପ୍ଲେକ୍ସ ହଲ ତିଆରୀ ଆରମ୍ଭ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ NAC ବସ୍ ଷ୍ଟାଣ୍ଡ ପାଖରେ ଥିବା କଲ୍ୟାଣ ମଣ୍ଡପ ୧ଆଜକୁ ପ୍ରାୟ ୨୦ ବର୍ଷ ତଳେ ତିଆରି କରାଯାଇଥିଲା, କଲ୍ୟାଣ ମଣ୍ଡପ ୧ ର ରକ୍ଷଣ ବେକ୍ଷଣ ଠିକ ନ ଥିବାରୁ କଲ୍ୟାଣ ମଣ୍ଡପ ୧ର ଅବସ୍ଥା ଅତି ଦୁର୍ବଳ ହୋଇ ଥିବାରୁ ତାକୁ ଭାଙ୍ଗି ସେହି ଜାଗାରେ ନୂତନ ମଲଟି ପ୍ଲେକ୍ସ ତିଆରି ହେବ ବୋଲି NAC ଇଓ sir କହିଥିଲେ। ଏଥିରେ ଖଡ଼ିଆଳ ଅଞ୍ଚଳ ବସି ର ଉନ୍ନତି ଆଗକୁ ଯିବ ବୋଲି ସୂଚନା ଦେଇଛନ୍ତି ଏବଂ 360 ବର୍ଗ ର ମଲ୍ଟିପ୍ଲେକ୍ସ ହଲ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି।
ଯେତେବେଳେ କୌଣସି ଆପଦ ବିପଦ ରେ ଏହି ମଲ୍ଟିପ୍ଲେକ୍ସ ହଲ କାମ ରେ ଆସିବ। ଖଡ଼ିଆଳ NAC ଯେଇ, ଇଓ, ତହସିଲଦାର, Nac ର ସମସ୍ତ କର୍ମକର୍ତା ତଥା ପୋଲିସ ପ୍ରଶାସନ ଉପସ୍ଥିତ ରହି କଲ୍ୟାଣ ମଣ୍ଡପ ୧ କୁ ଭଙ୍ଗା ଯାଉଛି।
