*ଖଡିଆଳ ସତ୍ୟ ସାଇ ସେବା ସମିତି ପକ୍ଷ ରୁ ସତ୍ୟସାଇ ବାବାଙ୍କ ପୂଣ୍ୟ ୧୦୦ ତମ ଜନ୍ମ ମହୋତ୍ସବ ପାଳିତ* ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସତ୍ୟ ସାଇ ସେବା ସମିତି ପକ୍ଷ ରୁ ସତ୍ୟସାଇ ବାବାଙ୍କ ପୂଣ୍ୟ ୧୦୦ ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଭଜନ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରି ସତ୍ୟ ସାଇ ମନ୍ଦିର ପରିସର ରେ ପହଁଚିଥିଲା। ମନ୍ଦିର ପରିସର ମଧ୍ୟରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଅଛି। ସଂସ୍କୃତି, ପରମ୍ପରା ଏବଂ ସାଧାରଣ ଭାବରେ ଉପାସନା କରିବାକୁ ଆହ୍ବାନ କରିଥିଲେ। ମନୁଷ୍ୟ ଜୀବନରେ ଅନେକ ପରିବର୍ତ୍ତନ ଆଣି ସେବା କର୍ମ ବୋଲି ଆହ୍ବାନ କରିଛନ୍ତି। ଅନ୍ୟରେ ସେବା ପାଇଁ ମନୁଷ୍ୟ ଜନ୍ମ ଉଦ୍ଧିଷ୍ଟ ବୋଲି ବକ୍ତାମାନେ ମତ ପୋଷଣ କରିଛନ୍ତି।
